ବାଚସ୍ପତି ନିର୍ବାଚନକୁ କଂଗ୍ରେସର ବୟକଟ୍
ବାଚସ୍ପତି ନିର୍ବାଚନକୁ ବର୍ଜନ କଲା କଂଗ୍ରେସ । ଆସନ୍ତା 21 ତାରିଖରେ ସରକାର ବିଧାନସଭା ଡାକିଥିବାରୁ କଂଗ୍ରେସ ଏହାକୁ ନିନ୍ଦା କରିଛି । ଆସନ୍ତା 20 ତାରିଖରେ ନୂଆଁଖାଇ ପଡୁଥିବାରୁ ଏବଂ ପଶ୍ଚିମ ଓଡିଶାରେ ଦୁଇଦିନ ଧରି ନୂଆଁଖାଇ ପାଳନ...
ଜି-20 ଦିଲ୍ଲୀ ଘୋଷଣାନାମା ଏକ ସକାରାତ୍ମକ ସଂକେତ : ଚୀନ
ଜି-20 ନୂଆଦିଲ୍ଲୀ ଘୋଷଣାନାମାକୁ ନେଇ ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ୍ । ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-20 ସମ୍ମିଳନୀର ସଦସ୍ୟ ରାଷ୍ଟମାନଙ୍କ ଦ୍ବାରା ସ୍ବାକ୍ଷରିତ ଦିଲ୍ଲୀ ଘୋଷଣାନାମା ଏକ ପଜିଟିଭ୍ ସିଗନାଲ ବୋଲି କହିଛି ଚୀନ୍ । ବିଶ୍ବ...
ଜି-20 ସମ୍ମିଳନୀରେ ମୋଦିଙ୍କ ଭାରତ ନେମପ୍ଲେଟ୍
ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଜି-20 ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେମପ୍ଲେଟରେ ଲେଖାଗଲା ଭାରତ । ମୋଦି ବିଶ୍ବ ସମୁଦାୟକୁ ଜଣାଇଦେଲେ ସେ "ଇଣ୍ଡିଆ" ନୁହେଁ, "ଭାରତ"ର ପ୍ରଧାନମନ୍ତ୍ରୀ । ଜି-20 ସମ୍ମିଳନୀର ଅତିଥିଙ୍କୁ ନୈଶ୍ୟ ଭୋଜି...
ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ ଚାମ୍ପିଅନ୍ସିପ୍ ଆରମ୍ଭ
ଭୁବନେଶ୍ୱର , ସେପ୍ଟେମ୍ବର ୦୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦୁଇ ଦିନିଆ ଅଲ୍ ଓଡ଼ିଶା ସ୍କୁଲ୍ ଚେସ୍ ଚାମ୍ପିଅନ୍ସିପର ଶୁଭାରମ୍ଭ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଉଛନ୍ତି ।...
ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ
ଆସନ୍ତା 20 ତାରିଖରେ ନୂଆଁଖାଇ । ମା ସମଲାଇଙ୍କ ନିକଟରେ ନବାନ୍ନ ଲାଗି ପାଇଁ ବ୍ରହ୍ମପୁରା ପଣ୍ଡିତ ମହାସଭା ଲଗ୍ନ ନିର୍ଦ୍ଧାରଣ କରିଛନ୍ତି । ସକାଳ 10 ଟା 27 ରୁ 10 ଟା 42 ମଧ୍ୟରେ ନବାନ୍ନ ଲାଗି...
ବଜ୍ରପାତରେ 12 ଜଣଙ୍କ ମୃତ୍ୟୁ
ଶନିବାର ଦିନ ହୋଇଥିବା ବଜ୍ରପାତରେ 12 ଜଣଙ୍କ ମୃତ୍ୟୁ ଘଟିଛି । ଏସଆରସି ଦେଇଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ 2ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳ, ବୌଦ୍ଧ,...
ମିଶନ୍ ସୂର୍ଯ୍ୟ, ଏଲ୍1 ଆଦିତ୍ୟ ପହଞ୍ଚିବାକୁ ଲାଗିବ 125 ଦିନ
ମିଶନ୍ ଚନ୍ଦ୍ରାୟନ-3 ର ସଫଳତା ପରେ ଇସ୍ରୋର ମିଶନ୍ ସୂର୍ଯ୍ୟ । ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ରରୁ ସଫଳତାର ସହ ଏଲ1 ଆଦିତ୍ୟ ଉତକ୍ଷେପଣ କରାଯାଇଛି । ପୃଥିବୀ ପୃଷ୍ଠରୁ 15 ଲକ୍ଷ କିଲୋମିଟର ଦୂରକୁ ଯିବା ପାଇଁ...
‘ଯୁଡେଗା ଭାରତ, ଜିତେଗା ଇଣ୍ଡିଆ’
ବିରୋଧୀ ମେଣ୍ଟ "ଇଣ୍ଡିଆ"ର ତେରଜଣିଆ କୋର୍ କମିଟି ଗଠନ କରାଯାଇଛି । ଏହି କମିଟି "ଇଣ୍ଡିଆ"ର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ହେବ । ଆଜି ମୁମ୍ବାଇରେ ଅନୁଷ୍ଠିତ ବୈଠକରେ ଏହା ଘୋଷଣା କରାଯାଇଛି । ତେବେ ତେରଜଣିଆ ନୀତି ନିର୍ଦ୍ଧାରକ...
ଭୁବନେଶ୍ବରରୁ କଳାହାଣ୍ଡିକୁ ଉଡିଲା ବିମାନ
କଳାହାଣ୍ଡି ଯିବା ପାଇଁ ଆଉ ବାରଘଣ୍ଟାର ଯାତ୍ରା କରିବାକୁ ପଡିବନି । ଏଣିକି ଭୁବନେଶ୍ବରରୁ ବିମାନ ଯୋଗେ କଳାହାଣ୍ଡିକୁ ମାତ୍ର ଘଣ୍ଟାକ ଭିତରେ ଯାଇହେବ । ଆଜିଠୁ ଭୁବନେଶ୍ବରରୁ କଳାହାଣ୍ଡିକୁ ଆରମ୍ଭ ହୋଇଛି ବିମାନ ସେବା । କେନ୍ଦ୍ର ବେସାମରିକ...
2 ତାରିଖରୁ ବର୍ଷା
ଗତ କିଛିଦିନ ଧରି ବର୍ଷା ଗାଏବ ହୋଇଥିବା କାରଣରୁ ବର୍ଷାଦିନେ ଖରାଦିନ ଭଳି ମନେ ହୋଉଥିଲା । ଅସହ୍ୟ ଗୁଳଗୁଳି ସାଙ୍ଗକୁ ବାହାରେ ପ୍ରଚଣ୍ଡ ତାତି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଥିଲା । ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଏବେ...