ଭଡା ମାଗିବାରୁ ଅଟୋ ଚାଳକଙ୍କୁ ଘୋଷାଡି ମାରିଲେ ଯୁବତୀ !
ଲକ୍ଷ୍ନୌ : ରାସ୍ତା ମଝିରେ ଅଟୋ ଚାଳକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ ଜଣେ ଯୁବତୀ । ଆଉ ଜଣେ ଯୁବତୀ ମୋବାଇଲରେ ଭିଡିଓ ସୁଟ୍ କରୁଥିଲେ । ଯୁବତୀ ଜଣକ ଅଟୋ ଡ୍ରାଇଭରଙ୍କ ବେକରେ ଏକ କପଡା ଗୁଡାଇ...
ରଙ୍ଗ ତୂଳୀର ନିଶାରେ ବିଭୋର ତିନି ସୃଜନଶୀଳ ସ୍ରଷ୍ଟା
ସୃଜନଶୀଳ ମଣିଷ ପାଇଁ ବୟସ ବାଧକ ନୁହେଁ । ପାରିପାର୍ଶ୍ବିକ ପରିବେଶ ଓ ପରିସ୍ଥିତି ପାଇଁ ଜଣେ ମଣିଷର ସୃଜନଶୀଳତା ଚାପି ହୋଇ କିଛି ଦିନ ଅବା କିଛି ବର୍ଷ ରହିଯାଇପାରେ । ମାତ୍ର ଟିକେ ସୁଯୋଗ ମିଳିଲେ ସୃଜନଶୀଳତା...
ବୁଲଡୋଜର ଚଲେଇ ଝୁମ୍ପୁଡି ଲୁଚେଇବାକୁ ପ୍ରୟାସ
ଭୁବନେଶ୍ବର: ଭୁବନେଶ୍ବରରେ ଗତ କିଛିଦିନ ଧରି ଚାଲିଛି ବୁଲଡୋଜର୍ । ରାସ୍ତାକଡ ଫୁଟପାଥରେ ବ୍ୟବସାୟ କରୁଥିବା ହଜାର ହଜାର ଉଠାଦୋକାନୀ, ଫଳ ବ୍ୟବସାୟୀ, ହୋଟେଲ, ଝୁମ୍ପୁଡି ଚାଳିଆ ଉପରେ ଚାଲିଛି ବୁଲଡୋଜର୍ । ବିଏମସି-ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପ୍ରତିଦିନ ବୁଲି...
ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ
ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା...
ପୁଷ୍ପା-ଟୁ ପ୍ରିମିୟର ସୋ ଦଳଚକଟାରେ ମୃତକଙ୍କ ପରିବାରକୁ ମିଳିବ ଦୁଇକୋଟି
ସାଉଥ ସୁପରଷ୍ଟାର ତଥା ପୁଷ୍ପା-ଟୁ ସିନେମାର ପ୍ରମିୟର ସୋ ବେଳେ ହୋଇଥିବା ଦଳାଚକଟାରେ ମୃତ୍ୟୁବରଣ କରିଥିବା 35 ବର୍ଷୀୟ ମହିଳାଙ୍କ ପରିବାରକୁ ଦୁଇକୋଟି ଟଙ୍କା ପ୍ରଦାନ କରାଯିବ । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାପା ଏହା ଘୋଷଣା କରିଛନ୍ତି...
ସୋଆରେ ଓଡ଼ିଶା ଓପନ୍ ଏବଂ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ ଆରମ୍ଭ
ଭୁବନେଶ୍ୱର, ଡିସେମ୍ବର ୧୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ରବିବାର ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆରମ୍ଭ ହୋଇଛି । ୮ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୦ଟି...
ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆବେଦନ ଖାରଜ, 27 ତାରିଖରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ଭି.କେ. ପାଣ୍ଡିୟାନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଆଉ ଛ ମାସ ଛୁଟି ଅବଧି ବଢାଇବା ପାଇଁ କରିଥିବା ଆବେଦନକୁ ରାଜ୍ୟ ସରକାର ଖାରଜ କରିଦେଇଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ମନୋଜ ମହାନ୍ତି ଆଜି ଶ୍ରୀମତୀ...
କ୍ୟୁଏସ୍ ଏସିଆ, ଦକ୍ଷିଣ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗରେ ସମ୍ମାନଜନକ ସ୍ଥାନରେ ସୋଆ
ଭୁବନେଶ୍ୱର : ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍-୨୦୨୫ (ଅଂଚଳ ଭିତିକ) ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦକ୍ଷିଣ ଏସିଆ ଏବଂ ଏସିଆ ୟୁନିଭର୍ସିଟି ରାଙ୍କିଂରେ ମହତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ଦକ୍ଷିଣ ଏସିଆ ନିମନ୍ତେ ଏସିଆ...
କମଲା ହାରିସଙ୍କୁ ହରାଇ ନିର୍ବାଚନ ଜିତିଲେ ଟ୍ରମ୍ପ
ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ । ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର 47 ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଟ୍ରମ୍ପଙ୍କ ସପକ୍ଷରେ 277 ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ କମଲା ହାରିସଙ୍କୁ...
ବନ୍ଦ ହେଲା ଇସ୍କନର ଅଦିନିଆ ରଥଯାତ୍ରା
ଶେଷରେ ଓଡିଆ ଭାବାବେଗକୁ ଦୃଷ୍ଟିରେ ରଖି ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରାକୁ ବନ୍ଦ ରହିଛନ୍ତି । ଆସନ୍ତା 9 ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯାୟରେ ପହଞ୍ଚିଥିଲା । ତେବେ ଅଦିନିଆ ରଥଯାତ୍ରାକୁ ଦୃଷ୍ଟିରେ...