ସଂଖ୍ୟାଗରିଷ୍ଠତା ନ ଥାଇ ବିଜେପି ଜିତିଲା ରାଜ୍ୟସଭା ନିର୍ବାଚନ
ହିମାଚଳ ପ୍ରଦେଶରେ ସଂଖ୍ୟା ଗରିଷ୍ଠତା ନ ଥାଇ ବି ବିଜେପି ରାଜ୍ୟସଭା ନିର୍ବାଚନ ଜିତିଲା । ବିଜେପିର ଏହି ନିର୍ବାଚନ ସହ ରାଜ୍ୟରେ କ୍ଷମତାସୀନ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ହିମାଚଳପ୍ରଦେଶରେ 68 ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର...
ସୋଆ ଏବଂ ଅକଲ୍ୟାଣ୍ଡ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ
ଭୁବନେଶ୍ବର : ଶୈକ୍ଷିକ ଆଦାନ ପ୍ରଦାନ ଓ ସହଯୋଗ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ନ୍ୟୁଜିଲାଣ୍ଡ ସ୍ଥିତ ଅକଲ୍ୟାଣ୍ଡ ବିଶ୍ବବିଦ୍ୟାଳୟର ଫାକଲ୍ଟି ଅଫ ସାଇନ୍ସ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ବୁଝାମଣା ଅନୁଯାୟୀ, ଉଭୟ...
କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ
ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ ଆକବରଙ୍କ ନାଁରେ ସିଂହକୁ ନାମିତ କରାଯାଇଥିବା...
ଜାତୀୟ ମୁଟ୍ କୋର୍ଟ ପ୍ରତିଯୋଗିତାରେ ସୋଆ ଆଇନ ଛାତ୍ରଛାତ୍ରୀ ବିଜୟୀ
ଭୁବନେଶ୍ୱର,୨୧/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍)ର ତିନି ଜଣ ଛାତ୍ରଛାତ୍ରୀ ନିକଟରେ ଜାଭିୟର୍ ଲ ସ୍କୁଲ୍ରେ ଆୟୋଜିତ ଜାତୀୟ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୪ରେ ବିଜୟୀ ହୋଇଛନ୍ତି ।
ଫେବୃଆରୀ ୧୬ରୁ...
ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ବ୍ରହ୍ମପୁର (ଓଡିଶା)୧୪/୦୨: ଦକ୍ଷିଣ ଓଡିଶାର ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସ୍ଥାପିତ ହୋଇଥିବା ସମ୍ ହସ୍ପିଟାଲର ଶିତଳାପଲ୍ଲୀ କ୍ୟାମ୍ପସ୍କୁ ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ...
ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତ କରିବା ନିମନ୍ତେ ଆମେରିକୀୟ କମ୍ପାନୀ ସହ ଏକତ୍ର କାର୍ଯ୍ୟ କରିବ ସୋଆ
ଭୁବନେଶ୍ୱର, ଫେବୃଆରୀ ୧୦: ଜଟିଳ ବ୍ୟାଧି ଗୁଡ଼ିକର ଚିକିତ୍ସା କରିବା ନିମନ୍ତେ ପ୍ରାକୃତିକ ଉତ୍ପାଦରୁ ଔଷଧ ପ୍ରସ୍ତୁତ କରିବା
ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆମେରିକାର ଥିଙ୍କ ଫାର୍ମା ଆଣ୍ଡ ଆର୍ୟୁବିଦ୍ୟା ହେଲ୍ଥ କେୟାର ଇନୋଭେସନ୍ ମିଳିତ ଭାବେ...
ସମାଜର ଦୁର୍ବଳତାଗୁଡ଼ିକର ନିରାକରଣ ନିମନ୍ତେ ସାହିତ୍ୟ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର, ଫେବୃଆରୀ ୫: ସମାଜର ଅନ୍ତର୍ନିହିତ ଦୁର୍ବଳତାଗୁଡ଼ିକୁ ଗୁରୁତ୍ୱ ଦେଇ ଏହାର ନିରାକରଣ ନିମନ୍ତେ ସାହିତ୍ୟିକମାନେ ମନୋନିବେଶ କରିବା ଆବଶ୍ୟକ ବୋଲି କହିଛନ୍ତି ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ ।
ସାହିତ୍ୟ ସମାଜର ଦର୍ପଣ...
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଡ଼. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ ତଥା ସମ୍ମାନିତ କରାଯାଇଛି। ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ବିଶେଷ...
ବିକାଶର ବିକଳ ଚିତ୍ର : ଆନ୍ଧ୍ରରେ ବନ୍ଧା ପଡିଛି ଏଗାର ବର୍ଷର ଝିଅ
ଓଡିଶାର ବିକାଶ ସମଗ୍ର ଦେଶ ପାଇଁ ମଡେଲ୍ । ସରକାରୀ ବିଜ୍ଞାପନରେ ଏମିତି ପ୍ରଚାରର ସ୍ଲୋଗାନ । ଅଥଚ ସରକାରୀ ପରିସଂଖ୍ୟାନରେ ବିକାଶ ଯେତେ ଅଧିକ ହେଲେ ବି ଦାଦନ ପେଟରେ ଜଳୁଥିବା ଭୋକର ନିଆଁକୁ ଲିଭାଇ ପାରୁନି ।...
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସୋଆରେ ଦୁଇ ଦିନିଆ ସଂପାନ
ଭୁବନେଶ୍ୱର, ୨ ଫେବୃଆରି: ଆସନ୍ତା ଫେବୃଆରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ରବିବାର...