ଜମ୍ମୁର ବୈଷ୍ଣୋଦେବୀରେ ଭୟାବହ ଭୂସ୍ଖଳନ, ୩୬ ଜଣଙ୍କ ମୃତ୍ୟୁ, ବନ୍ୟାର ଭୟଙ୍କର ଦୃଶ୍ୟ
ଭାରତର ଭୂସ୍ବର୍ଗ ଜମ୍ମୁ-କାଶ୍ମୀରର ବୈଷ୍ଣୋଦେବୀରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଘଟିଛି। ବୈଷ୍ଣୋଦେବୀ ଯାତ୍ରାପଥରେ ପାହାଡ଼ ଧସିବାରେ ୩୬ ଭକ୍ତ ପ୍ରାଣ ହରାଇଛନ୍ତି, ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଯାତ୍ରା ସୁରକ୍ଷା ପାଇଁ ବନ୍ଦ କରାଯାଇଛି। ଭାରତୀୟ ସେନା, ପୁଲିସ...
ସ୍ପେସଏକ୍ସ ରଚିଲା ନୂଆ ଇତିହାସ; ଟେକ୍ସାସରୁ ଉଡିଲା ବିଶ୍ୱର ସର୍ବଶକ୍ତିଶାଳୀ ରକେଟ୍
ଆମେରିକୀୟ କୋଟିପତି ଏଲୋନ ମସ୍କଙ୍କ ମହାକାଶ କମ୍ପାନୀ ସ୍ପେସଏକ୍ସ ପୁଣିଥରେ ଏକ ଇତିହାସ ରଚିଛି। ବୁଧବାର ସ୍ପେସଏକ୍ସ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରସିପ୍ କୁ ସଫଳତାର ସହ ଉଡାଇଲା। ଏହା ଷ୍ଟାରସିପ୍ର 10ମ ସମନ୍ୱିତ ପରୀକ୍ଷଣ ଉଡାଣ ଥିଲା,...
୩ ଦିନ ପରେ ନିଖୋଜ ୟୁଟ୍ୟୁବର ଙ୍କୁ ଖୋଜି ପାଇଲା ପୋଲିସ
ଗତ ରବିବାରଠାରୁ ନିଖୋଜ ହୋଇଥିବା ଜଣେ ଯୁଟ୍ୟୁବରଙ୍କୁ ଅବଶେଷରେ ସୁରକ୍ଷିତ ଅବସ୍ଥାରେ ଖୋଜି ପାଇବାକୁ ସମର୍ଥ ହୋଇଛି ପୋଲିସ। ସୂଚନା ଅନୁସାରେ, ସେ ବଣଭୋଜି ପାଇଁ ମହେନ୍ଦ୍ରଗିରି ପାଦଦେଶରେ ଅବସ୍ଥିତ ବାରହାପଥର ଜଳପ୍ରପାତକୁ ଯାଇଥିଲେ। ସେଠାରେ ବ୍ଳଗିଂ କରିବା ସମୟରେ...
ଭିଜିଲାନ୍ସ ଜାଲରେ ପଡ଼ିଲେ ଆସିଷ୍ଟାଣ୍ଟ କମିଶନର
ଭୁବନେଶ୍ବର-IV ସର୍କଲର ସହକାରୀ କମିଶନର ସରିତା ବାରିକଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି। ୨୦୨୦-୨୧ ଆର୍ଥକ ବର୍ଷ ପାଇଁ ଜଣେ ଖାଦ୍ୟ ଉତ୍ପାଦକଙ୍କୁ ୨,୨୭,୧୪୭ ଟଙ୍କା ଜୋରିମାନା ଏବଂ କର ପୈଠ ପାଇଁ କାରଣଦର୍ଶାଅ ନୋଟିସ୍ ଜାରି...
ଶ୍ରୀମନ୍ଦିରରେ ପୁଣି ଧରାପଡିଲା ହିଡେନ୍ କ୍ୟାମେରା
ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି। ମନ୍ଦିର ଭିତରେ ପୁଣି ଧରାପଡିଲା ହିଡେନ୍ କ୍ୟାମେରା । ଆଜି ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରାରେ ସୁଟିଂ କରୁଥିବା ବେଳେ ଜଣେ ବ୍ୟକ୍ତି ଧରା ପଡିଛନ୍ତି । ଘଣ୍ଟି ଦ୍ୱାର ନିକଟରେ ବ୍ୟକ୍ତିଜଣଙ୍କୁ ଧରିଲା...
କଟକ ଷ୍ଟେସନରେ ଭୁଶୁଡ଼ିଲା ଛାତ– ଯାତ୍ରୀଙ୍କୁ ହୋଇଲା ଅସୁବିଧା
କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ । ପ୍ଲାଟଫର୍ମ ୧ରେ ଭୁଶୁଡ଼ି ପଡ଼ିଲା ଛାତ । ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି । କଟକ ଷ୍ଟେସନ୍ ରେ ଅଘଟଣ ନେଇ...
ମନୋଜ ତିଓ୍ୱାରୀ ଆଣିଲେ ଧୋନୀଙ୍କ ବିରୋଧରେ ଅଭିଯୋଗ
ଏମଏସ ଧୋନୀଙ୍କୁ କେବଳ ଭାରତରେ ନୁହେଁ, ବିଶ୍ୱ କ୍ରିକେଟରେ ମଧ୍ୟ ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକମାନଙ୍କ ମଧ୍ୟରୁ ଗଣାଯାଏ। ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୨୦୦୭ରେ ଟି-୨୦ ବିଶ୍ବକପ୍, ୨୦୧୧ରେ ଏକଦିବସୀୟ ବିଶ୍ବକପ୍ ଏବଂ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଖେଳାଳିମାନଙ୍କୁ...
ଟ୍ରମ୍ପ ଙ୍କୁ ଭାରତ ର କଡ଼ା ଜବାବ
ଆସନ୍ତାକାଲିଠାରୁ ଭାରତ ଉପରେ ଲାଗୁ ହେବ ୫୦% ଆମେରିକୀୟ ଟାରିଫ୍ । ଏହାକୁ ନେଇ ପିଏମଓରେ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ବୈଠକରେ ରପ୍ତାନିକାରୀମାନଙ୍କ ର କଣ କଣ ସମସ୍ୟା ସମ୍ମୁଖୀନ ହେବ, ଏବଂ ସେମାନଙ୍କୁ ସରକାର...
ଧକମ୍ ଦେଲେ ଟ୍ରମ୍ପ ; କହିଲେ ବର୍ବାଦ ହେଇଯିବ ଚୀନ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ । ତଥାପି, ଏହି ପଦକ୍ଷେପ ଅଗଷ୍ଟ ୨୭ରୁ କାର୍ଯ୍ୟକାରୀ ହେବ । କିନ୍ତୁ ଶୁକ୍ଳ ପ୍ରୟୋଗ ପୂର୍ବରୁ ସେ ଆଉ ଏକ ଧମକ...
ପାକିସ୍ତାନ କୁ ମାନବିକତା ଦେଖାଇଲା ଭାରତ
କିଛି ମାସ ଧରି ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଛି ଉତ୍ତେଜନା । ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କ ଆହୁରି ଖରାପ ହୋଇଛି। ପହଲଗାମ ଆକ୍ରମଣର ଜବାବ ଦେବା ପାଇଁ ପାକିସ୍ତାନ ବିରୋଧରେ ଭାରତ ଆରମ୍ଭ କରିଥିଲା ଅପରେସନ...


















