26.1 C
Bhubaneswar
Saturday, March 14, 2026
-Advertisement-

ସଂସଦର ମୌସୁମୀ ଅଧିବେଶନର ଆଜି ଥିଲା ଶେଷ ଦିନ

ସଂସଦର ମୌସୁମୀ ଅଧିବେଶନ ଆଜି ଶେଷ ହେଲା । ଜୁଲାଇ ୨୧ରୁ ଆରମ୍ଭହୋଇଥିବା ଏହି ଅଧୂବେଶନରେ ପ୍ରାୟ ପ୍ରତିଦିନି ହଙ୍ଗାମା ଦେଖିବାକୁ ମିଳିଥିଲା । ବିଶେଷ କରି, ଏସଆଇଆର ପ୍ରସଙ୍ଗରେ ଗୃହ ଅତ୍ୟଧୂକ ସରଗରମ ଥିଲା ।ଲୋକସଭାର ଏହି ଅଧିବେଶନରେ...

ଗାଜାକୁ କବଜା କରିବାକୁ ଇସ୍ରାଏଲର ବଡ଼ ଯୋଜନା

ହମାସ-ଇସ୍ରାଏଲ୍ ଯୁଦ୍ଧ ଆହୁରି ତୀବ୍ର ହେବାର ସମ୍ଭାବନା । ୨୨ ମାସରୁ ଚାଲୁଥିବା ସଂଘର୍ଷକୁ ଶେଷ କରିବା ପାଇଁ ବିଶ୍ବସ୍ତରରେ ପ୍ରଚେଷ୍ଟା ହେଉଥିବା ବେଳେ, ଗାଜା ସହରକୁ କେନ୍ଦ୍ର କରି ନୂଆ ସାମରିକ ଅଭିଯାନ ପାଇଁ ଇସ୍ରାଏଲ୍ ପ୍ରସ୍ତୁତି ଜୋରଦାର...

ଜିଏସ୍‌ଟିରେ ହେବ ପରିବର୍ତ୍ତନ

ଜିଏସଟି ହାରକୁ ଯୁକ୍ତିଯୁକ୍ତ କରିବା ସମ୍ପର୍କରେ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀ ଗୋଷ୍ଠୀ GOM ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ, କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ବୈଠକରେ, ଟିକସ ସ୍ଲାବକୁ ୫ ପ୍ରତିଶତ ଏବଂ ୧୮ ପ୍ରତିଶତକୁ ହ୍ରାସ କରିବା...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବି. ସୁଦର୍ଶନ ରେଡ୍ଡୀ

ଉପରାଷ୍ଟ୍ରପତି ପଦ ପାଇଁ ଗୁରୁବାର ଇଣ୍ଡି ସମର୍ଥିତ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ନାମାଙ୍କନ ଭରିଛନ୍ତି । ଇଣ୍ଡି ମେଣ୍ଟର ତମାମ ନେତୃବୃନ୍ଦଙ୍କ ଉପସ୍ଥିତିରେ ସୁଦର୍ଶନ ରେଡ୍ଡୀ ସଂସଦ ଭବନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲବେଳେ...

ହସ୍ପିଟାଲରୁ ବାହାରିଲେ ନବୀନ ପଟ୍ଟନାୟକ

ହସ୍ପିଟାଲରୁ ବାହାରିଲେ ନବୀନ ପଟ୍ଟନାୟକ । ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଡିହାଇଡ୍ରେସନ ଯୋଗୁଁ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେ...

୧୮ ଶିଳ୍ପ ପ୍ରକଳ୍ପ କୁ ମଞ୍ଜୁରୀ ଦେଲେ ସରକାର

୮ ଜିଲ୍ଲାରେ ୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଇଛି ରାଜ୍ୟ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି । ଏହାଦ୍ବାରା ରାଜ୍ୟରେ ୪ ହଜାର ୫୧୫ କୋଟି ଟଙ୍କାର ପୁଞ୍ଜୀନିବେଶ ହେବ । ଏହାଦ୍ବାରା ୮ ହଜାର...

ଅପରେସନ ସିନ୍ଦୂର ;ଭୟରେ ନୌସେନାର ଜାହାଜ ଲୁଚାଇ ରଖିଥିଲା ପାକିସ୍ତାନ

ଜାମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ଧର୍ମ ପଚାରି ପଚାରି ପର୍ଯ୍ୟଟକମାନଙ୍କୁ ହତ୍ୟା କରିବା ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ମେ ୬ ଓ ୭ ତାରିଖ ରାତିରେ...

୩୦ ଦିନରୁ ଅଧିକ ଜେଲରେ ରହିଲେ ଯିବ ପଦ

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ଯେକୌଣସି ନେତା 30 ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଜେଲରେ ରହିଲେ ସେମାନଙ୍କ ପଦ ଯିବ। ଏହି ବ୍ୟବସ୍ଥାକୁ ଆଇନରେ ସ୍ଥାନ ଦେବା ପାଇଁ କେନ୍ଦ୍ର ସରକାର ଆଜି ସଂସଦରେ ନୂତନ ବିଲ୍ ଉପସ୍ଥାପନ କରିବେ।...

ଦିଲ୍ଲୀ ମୂଖ୍ୟମନ୍ତ୍ରୀ ଙ୍କୁ ଆକ୍ରମଣ

ଦିଲ୍ଲୀରେ ଏକ ଜନଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣର ଚେଷ୍ଟା ହୋଇଛି। ସିଭିଲ ଲାଇନ୍ସସ୍ଥିତ ତାଙ୍କ ସରକାରୀ ବାସଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମଧ୍ୟରେ ଜଣେ ବ୍ୟକ୍ତି ପଥର ଭଳି ଜିନିଷ ନେଇ ଆକ୍ରମଣ କରିବାକୁ ଉଦ୍ୟମ...

ମହିଳା ଓ ଶିଶୁ ସୁରକ୍ଷା କୁ ନେଇ ସରକାରଙ୍କ ବଡ ପଦକ୍ଷେପ

ମହିଳା ଓ ଶିଶୁ ସୁରକ୍ଷା ପାଇଁ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ ପାରା ଲିଗାଲ ଭଲ୍ୟୁଣ୍ଟରଙ୍କୁ ନିଯୁକ୍ତ କରାଯିବ। ମହିଳା ବିରୋଧୀ ଅପରାଧ ଘଟିଲେ, ସେମାନେ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ମିଳିବାରେ ସହାୟକ ହେବେ। ଏହି ପ୍ରସଙ୍ଗରେ...
- Advertisement -

Latest article

Discover the Full Potential of Solscan for Traders

Discover the Full Potential of Solscan for Traders Table of Contents Understanding Solscan's Core Features Benefits of Using Solscan for Crypto Tracking How Solscan Assists in Real-Time Analysis Solscan...

Exploring Dexscreener: The Ultimate DEX Scanner for Traders

Exploring Dexscreener: The Ultimate DEX Scanner for Traders Содержание The Importance of Dexscreener in Crypto Trading Key Features of Dexscreener Benefits of Using a Dex Scanner How to Get...

Boost Your Crypto Journey with Sushiswap DEX

Boost Your Crypto Journey with Sushiswap DEX Table of Contents Understanding Sushiswap and Its Benefits Key Features of Sushiswap DEX How to Get Started with Sushiswap Common Strategies for...