କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଲେ ପ୍ରଧାନମନ୍ତ୍ରୀ
ସୋମବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛନ୍ତି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଯେପରି ଭାରତୀୟ ନାଗରିକଙ୍କ ଉପରେ ନ ପଡ଼େ ସେଥିପାଇଁ ଧ୍ୟାନ ଦେବାକୁ...
ମଧ୍ୟପ୍ରାଚ୍ୟରେ ଫସିରହି ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ଅନୁରୋଧ କଲେ ନବୀନ
ମଧ୍ୟପ୍ରାଚ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ଦେଶକୁ ଫେରାଇ ଆଣିବାକୁ ଅପିଲ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ୍ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଏଥିପ୍ରତି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି...
ମିଥ୍ୟା ସତ୍ୟପାଠ ଦାଖଲ କରିବାରୁ ଚାଲିଗଲା ବିଧାୟକଙ୍କ ପଦ
ମଧ୍ୟ ପ୍ରଦେଶ ହାଇକୋର୍ଟ କଂଗ୍ରେସକୁ ଦେଇଛି ଏକ ଶକ୍ତ ଝଟକା । ସୋମବାର ମଧ୍ୟ ପ୍ରଦେଶ ହାଇକୋର୍ଟ କଂଗ୍ରେସ ବିଧାୟକ ମୁକେଶ ମଲହୋତ୍ରାଙ୍କ ନିର୍ବାଚନକୁ ରଦ୍ଦ କରିଛନ୍ତି । ବିଜୟପୁର ବିଧାନସଭା ଆସନରୁ କଂଗ୍ରେସ ବିଧାୟକ...
ଓଡିଶାରେ ସଡ଼କ ଦୁର୍ଘଟଣାରେ ଗଲାଣି ୧ ଲକ୍ଷରୁ ଉର୍ଦ୍ଧ୍ୱ ଜୀବନ
ମୁଖ୍ୟମନ୍ତ୍ରୀ ଗୃହରେ ବର୍ଷୱାରୀ ତଥ୍ୟ ଉପସ୍ଥାପନ କରିଛନ୍ତି । ରାଜ୍ୟରେ ବର୍ଷକୁ ହଜାର ହଜାର ଜୀବନ ନେଉଛି ସଡ଼କ ଦୁର୍ଘଟଣା ।୨୦୧୬ରୁ ୨୦୨୫ ମଧ୍ୟରେ ୫୩ ହଜାର ୪୫୧ ଜଣଙ୍କ ମୃତ୍ୟୁ ହୋଇଛି । ବିଗତ ୧୦...
ଇରାନର ନୂଆ ନେତାଙ୍କୁ ରୁଷର ଖୋଲା ସମର୍ଥନ
ଇରାନକୁ ନୂତନ ମୁଖ୍ୟ ଅଲି ଖାମେନଇଙ୍କ ପୁଅ ମୋଜତାବା ଖାମେନେଇ ଇରାନର ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ ହୋଇଛନ୍ତି ।ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମୋଜତବା ଖାମନେଇଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଖୋଲା...
ଆମେରିକା-ଇରାନ ଯୁଦ୍ଧର ପ୍ରଭାବରେ ବଢ଼ିଲା ଅଶୋଧିତ ତୈଳର ମୂଲ୍ୟ
ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସୋମବାର ତେଲ ମୂଲ୍ୟ ବୃଦ୍ଧି ପାଇଛି । ବାଣିଜ୍ୟରେ ଅଶୋଧିତ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇ ପ୍ରତି ବ୍ୟାରେଲ ୧୦୬ ଡଲାର ଅତିକ୍ରମ...
ଇରାନର ସର୍ବୋଚ୍ଚ ନେତା ହେଲେ ମୋଜତାବା ଖାମେନି
ଇରାନର ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ଏବେ ପୁଅ ମୋଜତାବା ଖାମେନିଙ୍କୁ ଦେଶର ନୂତନ ସର୍ବୋଚ୍ଚ ନେତା ଭାବେ ନିଯୁକ୍ତ କରାଯାଇଛି। ଇରାନର ୮୮ସଦସ୍ୟ ବିଶିଷ୍ଟ ଧାର୍ମିକ ସଂସ୍ଥା, ବିଶେଷଜ୍ଞ ସଭା, ମୋଜତାବା ଖାମେନିଙ୍କୁ...
ଆମେରିକୀୟ ଯବାନ ଇରାନରେ ବନ୍ଦୀ ;ଅଲୀ ଲାରିଜାନି
ମଧ୍ୟପ୍ରାଚ୍ୟ ଯୁଦ୍ଧରେ କିଏ କାହା ଉପରେ କିଏ ପଡ଼ୁଛି ଭାରି ? ଆମେରିକା କହୁଛି- ଆକ୍ରମଣରେ ତ୍ରାହି ତ୍ରାହି ଡାକିଲାଣି ଇରାନ । ଅନ୍ୟପଟେ ଇରାନ କହୁଛି ମିଛ କହୁଛି ଆମେରିକା । ଏହି ...
ଓଡ଼ିଶାର ସୁନାମଧନ୍ୟ ଡାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକ
ଓଡ଼ିଶାର ସୁନାମଧନ୍ୟ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନାରାୟଣୀ ପଣ୍ଡାଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଡାକ୍ତର ନାରାୟଣୀ ପଣ୍ଡା ଲୋକ ସେବକ ମଣ୍ଡଳ ସମ୍ବଲପୁର ଆଞ୍ଚଳିକ ପରାମର୍ଶଦାତା କମିଟି ସଦସ୍ୟା ଥିଲେ । ମୃତ୍ୟୁ...
ରାଷ୍ଟ୍ରପତିଙ୍କ ଅପମାନକୁ ନେଇ ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ PM ମୋଦୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଆଦିବାସୀ ସମ୍ପ୍ରଦାୟ ପାଇଁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ପହଞ୍ଚି ନଥିଲେ, ଯାହା ଫଳରେ ପ୍ରଧାନମନ୍ତ୍ରୀ...


















