ଘର ଛାଡିଲେ ରାହୁଲ
ରାହୁଲ ଗାନ୍ଧୀଙ୍କ ପାଖରେ ବାଟ ଆଉ କିଛି ନାହିଁ । ସୁରତ ସେସନ୍ସ କୋର୍ଟ ରାହୁଲଙ୍କ ମାନହାନୀ ମାମଲା ଖାରଜ କରିଦେବା ପରେ ଆଜି ରାହୁଲ ଗାନ୍ଧୀ ତାଙ୍କ ସରକାରୀ କ୍ବାର୍ଟର ଛାଡିଛନ୍ତି । 2005ରୁ 12, ତୋଗଲକ ଲେନରେ...
ରାହୁଲଙ୍କୁ ଅଦାଲତି ଝଟକା
ରାହୁଲ ଗାନ୍ଧୀଙ୍କୁ ପୁଣି ଅଦାଲତି ଝଟକା । ତଳକୋର୍ଟର ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ରାହୁଲଙ୍କ ଅପିଲକୁ ସୁରତ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି । ମୋଦି ସରନେମ୍ ସଂପର୍କିତ ମନ୍ତବ୍ୟ ଉପରେ ରାହୁଲଙ୍କୁ ଦୁଇବର୍ଷ ଜେଲ୍...
ନିର୍ବାଚନ ଆସିଲେ ମହାନଦୀ ମନେପଡେ
ମହାନଦୀକୁ ନେଇ ବହୁ ବାଦ ବିବାଦ ଓ ରାଜନୈତିକ ଉଚ୍ଚାଟ ପରେ ଫାଇଲ ଅଟିକିଛି ଟ୍ରିବ୍ୟୁନାଲରେ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ମହାନଦୀକୁ ନେଇ ରାଜନୈତିକ ତୁମ୍ବିତୋଫାନ ହେବା ପରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ଟ୍ରିବ୍ୟୁନାଲ...
ରାଜଧାନୀ ପ୍ରତିଷ୍ଠା ଦିବସ ଓ ନିମନ୍ତ୍ରଣ ରାଜନୀତି
ଆଜି ଏପ୍ରିଲ 13, ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ପକ୍ଷରୁ ପ୍ରତିବର୍ଷ ଏହି ଦିନକୁ ଲୋୟର ପିଏମଜି ଛକରେ ପାଳନ କରାଯାଇଥାଏ । ପ୍ରଥମରୁ ଏହାକୁ କମିଟି ପାଳନ କରିଆସୁଥିଲା ବେଳେ...
ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ
ନବୀନ ପଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ I ଏଡିଆର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି I ଦେଶର 30 ଜଣ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିକୁ ନେଇ ଏହି ରିପୋର୍ଟ ପ୍ରକାଶ କରାଯାଇଛି I ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ଥାବର...
କାହିଁକି ସୁଶାନ୍ତ ସିଂଙ୍କୁ ଝାରସୁଗୁଡା ମନା
ଝାରସୁଗୁଡା ଉପନିର୍ବାଚନରୁ ଦଳର ପଶ୍ଚିମ ଓଡିଶାର ପ୍ରଭାବଶାଳୀ ନେତା ସୁଶାନ୍ତ ସିଂଙ୍କୁ ବିଜେଡି ଦୂରେଇ ରଖିଛି । ଝାସୁଗୁଡା ମାଡିବାକୁ ସୁଶାନ୍ତଙ୍କୁ ମନା କରାଯାଇଛି । ଯଦିଓ ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ବରଗଡ ଲୋକସଭା ନିର୍ବାଚନମଣ୍ଡଳି ଭିତରେ ଆସୁଛି, ତଥାପି...
ଧନୀ ଆଞ୍ଚଳିକ ଦଳ ତାଲିକାର ଦୁଇ ନମ୍ବରରେ ବିଜେଡି
ଦେଶର ଧନୀ ଆଞ୍ଚଳିକ ଦଳ ତାଲିକାରେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ରହିଛି ଡିଏମକେ । ଡିଏମକେ ପାଖରେ ସର୍ବାଧିକ 318 କୋଟି ଟଙ୍କାର ପାଣ୍ଠି ରହିଥିବା ବେଳେ ବିଜେଡି ପାଖରେ 307 କୋଟି ଟଙ୍କା...
ବିଜେପିରେ ମିଶିଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ
ପୁଣି କଂଗ୍ରେସକୁ ଝଟକା । କେରଳର ଭେଟେରାନ କଂଗ୍ରେସ ନେତା ଏ.କେ. ଆଣ୍ଟୋନୀଙ୍କ ପୁଅ ଅନୀଲ ଆଣ୍ଟୋନୀ ଦଳ ଛାଡି ବିଜେପିରେ ମିଶିବାର ଦିନକ ପରେ ପୁଣି କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ...
ନୋ ଆନ୍ଧ୍ର, ଓନଲି ଓଡିଶା
କୋଟିଆରେ ଉତ୍କଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I ଖାଲି ପାଳନ କଲେନି, ବରଂ କୋଟିଆ ପଂଚାୟତରେ ଥିବା ଆନ୍ଧ୍ର ସରକାରୀ ବାବୁମାନଙ୍କୁ ଘଉଡ଼ାଇଲେ I କହିଲେ ନୋ ଆନ୍ଧ୍ର, ଓନଲି ଓଡିଶା, ଆନ୍ଧ୍ର ଗୋ ବ୍ୟାକ I
କୋଟିଆ...
ପ୍ରାର୍ଥୀ ଘୋଷଣା କଲା ବିଜେଡି
ଝାରସୁଗୁଡା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ । ମେ’ ୧୦ରେ ହେବ ଝାରସୁଗୁଡା ବିଧାନସଭା ଭୋଟ ଗ୍ରହଣ । ବିଜେଡି ଟିକେଟରେ ସ୍ବର୍ଗତ ନେତା ନବ...