ବଜେଟ ଅଧିବେଶନର ଚତୁର୍ଥ ଦିନରେ ଗୃହରେ ବିରୋଧୀଙ୍କ ନାରାବାଜି
ବଜେଟ ଅଧିବେଶନର ଚତୁର୍ଥ ଦିନରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଚାଲିପାରିନି ପ୍ରଶ୍ନକାଳ। ବଜେଟ ଅଧିବେଶନର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ। ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ...
ଏଆଇ ସମ୍ମିଳନୀରେ ଅର୍ଦ୍ଧନଗ୍ନ ବିରୋଧ ପ୍ରଦର୍ଶନ କଲା କଂଗ୍ରେସ୍
ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳ ଭାରତକୁ ଲଜ୍ଜିତ କରିଛି । ଶୁକ୍ରବାର ଏଆଇ-ଇମ୍ପ୍ୟାକ୍ଟ ମଞ୍ଚରେ ବିଶ୍ୱର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ସେହି ମଞ୍ଚ ଉପରେ କପଡ଼ା ଖୋଲି ବିରୋଧ ପ୍ରଦର୍ଶନ କରିଲେ ଯୁବ କଂଗ୍ରେସ କର୍ମକର୍ତ୍ତା...
ବିହାରର ୪୨ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ
ପାଟନା ହାଇକୋର୍ଟ ବିଧାନସଭାର ଶାସକ ଏବଂ ବିରୋଧୀ ଦଳର ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ନିର୍ବାଚନବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିବା ମାମଲାରେ ହାଇକୋର୍ଟରୁ ନୋଟିସ୍ ଆସିଛି । ନିର୍ବାଚନୀ ସମୟରେ ମିଥ୍ୟା ସୂଚନା...
ବିଧାନସଭାର ତୃତୀୟ ଦିନରେ ଗୃହ ଅଚଳ
ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ନାରାବାଜି ଯୋଗୁଁ ବାଚସ୍ପତି ଗୃହକୁ ସାଢ଼େ ଏଗାରଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ଗୃହର ତୃତୀୟ ଦିନର କାର୍ଯ୍ୟଦିବସରେ ଉଭୟ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ହଟ୍ଟଗୋଳ...
କଡ଼ା ସୁରକ୍ଷାରେ ହେବ ବଜେଟ୍ ଅଧିବେଶନ; ନିୟୋଜିତ ହେବେ ବ୍ଲାକ କମାଣ୍ଡୋ
ଆସନ୍ତାକାଲିରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଫେବୃଆରୀ ୧୭ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ୨ ଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ। ଏଥର ବିଧାନସଭା...
ପରମାଣୁ ଆଡ୍ଡା ତିଆରି କରୁଛି ଚୀନ୍
ଚୀନର ସିଚୁଆନରେ ଦେଖା ଦେଇଛି କିଛି ଉପଗ୍ରହ ଚିତ୍ର । ଉପଗ୍ରହ ଚିତ୍ରର ଅଧ୍ୟୟନରୁ ଜଣା ପଡିଛି ଯେ, ଚୀନ ସିଚୁଆନରେ ଗୁପ୍ତ ଭାବେ ଆଣବିକ ଅସ୍ତ୍ରଶସ୍ତ୍ରର ଘାଟି ତିଆରି କରି ସାରିଛି । ଏମିତି ଚାଞ୍ଚଲ୍ୟକର ତଥ୍ୟ ନ୍ୟୁୟର୍କ...
ବିନ୍ଦୁସାଗର ହେବ ଐତିହ୍ୟ ହ୍ରଦ
ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ବିନ୍ଦୁସାଗର ପୁଷ୍କରିଣୀ ହେବ ଐତିହ୍ୟ ହ୍ରଦ । ସେ କହିଛନ୍ତି ଯେ,୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏକାମ୍ର ହେରିଟେଜ୍ ପ୍ରକଳ୍ପ କାମ ଶେଷ...
ରାଜ୍ୟସଭା ପାଇଁ ପୁରୁଖା ନେତାଙ୍କୁ ପ୍ରାର୍ଥୀ କରିବାକୁ କହିଲେ ଅଶୋକ ପଣ୍ଡା
ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା ରାଜ୍ୟସଭା ନିର୍ବାଚନକୁ ନେଇ ଦେଇଛନ୍ତି ବଡ଼ ବୟାନ । ରାଜ୍ୟସଭା ପାଇଁ ପୁରୁଖା ନେତାଙ୍କୁ ଚୟନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ପୁରୁଖା ନେତାଙ୍କୁ...
ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଠିକଣା ହୋଇଛି ପରିବର୍ତ୍ତନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନର ଶୁଭ ଉଦଘାଟନ କରିଛନ୍ତି । ସେବା ତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ସହିତ କ୍ୟାବିନେଟ...
ପୁଟିନ ନେଲେ ବଡ଼ ନିଷ୍ପତ୍ତି: ରୁଷରେ ବ୍ୟାନ୍ ହେଲା WhatsApp
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆମେରିକୀୟ କମ୍ପାନୀ ମେଟାକୁ ପୁଟିନ ଦେଇଛନ୍ତି ବଡ଼ ଝଟକା । ରୁଷିଆ ଆଇନ ଉଲ୍ଲଘଂନ କରିବା ଅଭିଯୋଗରେ ଦେଶରେ WhatsApp ବ୍ୟବହାର...
















