ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ସୋଇଥିବା ବେଳେ ହତ୍ୟା
ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଆକ୍ରମଣ ଥମିବାର ନାଁ ନେଉନି । ଶୁକ୍ରବାର ରାତିରେ ନରସିନ୍ଦିରେ ୨୩ ବର୍ଷୀୟ ଚଞ୍ଚଲ ଭୌମିକଙ୍କୁ ତାଙ୍କରି ଦୋକାନାରେ ଜୀବନ୍ତ ଜାଳି ହତ୍ୟା କରାଯାଇଛି । ଘଟଣା ଦିନ ରାତିରେ ଚଞ୍ଚଲ ଗ୍ୟାରେଜରେ ଶୋଇଥିବାବେଳେ,...
ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟରେ ହାଜିର ହେବାକୁ ନିର୍ଦ୍ଦେଶ
ଅଡ଼ୁଆରେ ପଡ଼ିଛନ୍ତି ନଗର ଉନ୍ନୟନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ଓ କଟକ ଜିଲ୍ଲାପାଳ । ହାଇକୋର୍ଟରେ ହାଜର ହେବାକୁ ସଚିବଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଅଦାଲତ ଅବମାନନା ମାମଲାରେ ସଚିବଙ୍କ ସହ ପୌର...
ବିଜେଡ଼ିକୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିଧାୟକ ଅରବିନ୍ଦ ମହାପାତ୍ର
ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ଲାଗି ରହିଥିବା ବିବାଦର ଅନ୍ତ ଘଟୁ ନାହିଁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଅରବିନ୍ଦ । ଖୋଲାଖୋଲା ଆଲୋଚନା...
ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଫେବ୍ରୁଆରି ୨ ତାରିଖରୁ ୫ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବାପରେ ପରେ ରାଜଭବନରେ ରାତ୍ରି ଯାପନ କରିବେ । ୩ ତାରିଖରେ ବାଲେଶ୍ୱର...
ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ଆଜି (ବୁଧବାର) ପାକିସ୍ତାନୀ ସେନା ଜାମ୍ମୁ କଶ୍ମୀର କୁପୱାଡା ଜିଲ୍ଲାର କେରନ ସେକ୍ଟରରେ ଆଉଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏହାର କଡ଼ା ଜାବାବ ଦେଇଛନ୍ତି ଭାରତୀୟ ସୁରକ୍ଷା ବାହିନୀ ।
ରାଷ୍ଟ୍ରୀୟ ରାଇଫଲ୍ସର ସୁରକ୍ଷାବାହିନୀ କେରନ ଅଞ୍ଚଳରେ,ସୀମା ସୁରକ୍ଷାକୁ ମଜବୁତ...
ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ମୁଁହ ଖୋଲିଲେ ନବୀନ
ଶେଷରେ ମୁଁହ ଖୋଲିଲେ ନବୀନ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ଆଜି ମୁଁହ ଖୋଲିଛନ୍ତି ନବୀନ ପଟ୍ଟନାୟକ। କେଉଁ କାରଣରୁ ଅରବିନ୍ଦଙ୍କୁ ନିଲମ୍ବନ କଲେ ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ନବୀନ । ଅରବିନ୍ଦଙ୍କ ନାଁ...
ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଅର୍ରେଷ୍ଟ ୱାରେଣ୍ଟ
ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ବିରୋଧରେ କୋର୍ଟ ଆଜି ୱାରେଣ୍ଟ ଜାରି କରିଛନ୍ତି । ଅଦାଲତ ଅବମାନନା ପାଇଁ ଏହି ୱାରେଣ୍ଟ ଜାରି କରାଯାଇଛି। ୨୨ ତାରିଖରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବାକୁ କୋର୍ଟ ପୁଲିସକୁ...
ପୁଣି ବିବାଦୀୟ ବୟାନ ଦେଲେ ମୁନିର୍
ଏବେବି ପାକିସ୍ତାନ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ଜାରି ରଖିଛି। ପାକିସ୍ତାନର ପ୍ରତିରକ୍ଷା ବିଭାଗ ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ନିଜ ଦେଶର ଯୁବପିଢ଼ିଙ୍କୁ ଉସୁକାଇବାକୁ ପଛଘୁଞ୍ଚା ଦେଇ ନାହାନ୍ତି। ମୁନୀର ଏବେ ଏକ ବିବାଦୀୟ ବୟାନ ଦେଇଛନ୍ତି। ମୁନିର...
ନୂଆପଡ଼ା ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ୪ ଯୁବକ
ନୂଆପଡ଼ା ବିଡିଓ ରୋହିତ ଭୋଇଙ୍କୁ ମାଡ଼ ଘଟଣାରେ ପୁଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ଭଇସାଟାଲ ଗାଁର ୪ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁଯାୟୀ , ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ...
ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍
ଜାନୁଆରୀ ୨୩ରେ ଓଡିଶା ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ନେତାଜୀଙ୍କ ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି, ଏହି ଅବସରରେ ନେତାଜୀ ସଂଗ୍ରହାଳୟରେ କଟକ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସଂସ୍କୃତି ବିଭାଗ...
















