ସରିଲା ବିଧାନସଭାର ଶୀତ ଅଧିବେଶନ
ଆଜି ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ ଶେଷ ହୋଇଛି। ବିଧାନସଭାର ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି। ଚଳିତଥର ନଭେମ୍ବର ୨୭ରୁ ଅଧିବେଶନ ଆରମ୍ଭ...
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୧୩,୩୫୮ଟି ଅଭିଯୋଗ ଆସିଛି ଏବଂ ସେଥିମଧ୍ୟରୁ ୧୨, ୪୩୨ ଅଭିଯୋଗର ସମାଧାନ ହୋଇ ସାରିଛି ବୋଲି ବିଧାନସଭାରେ ଉତ୍ତର ରଖି ତଥ୍ୟ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ବିଧାନସଭାର ଶୀତ...
ଏସ୍ଆଇ ପରୀକ୍ଷା ଘୋଟାଲା:୩ ଜଣଙ୍କୁ ଜେରା
ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଏବେ ଆଉ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ। ଏସଏସବି ଯବାନ ଅର୍ଜୁନ ନାୟକ ଓ ବିରଞ୍ଚିର ସହଯୋଗୀ ନିମାଇଁ...
ବିଜେଡ଼ିକୁ ଝଟକା, ଦଳ ଛାଡ଼ିଲେ କାଉନସିଲର୍
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଧିରେ ଧିରେ ଦୁର୍ବଳ ହେଉଛି ବିଜେଡ଼ିର ସାଙ୍ଗଠନିକ ସ୍ଥିତି , ଜଣକ ପରେ ଜଣେ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଗତ କିଛି ଦିନ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି...
ଭାରତ-ରୁଷର ନିବିଡ ସମ୍ପର୍କ ଏବେ ଆତଙ୍କବାଦ ଉପରେ ହେବ ପ୍ରହାର
ସାମ୍ବାଦିକ ସମ୍ମିଳନୀରେ ଦୁଇ ଦେଶର ବନ୍ଧୁତାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେଦ ମୋଦି । ସେ କହିଛନ୍ତି,"ଭାରତ ଏବଂ ରୁଷର ସମ୍ପର୍କ ଧ୍ରୁବ ତାରା ସଦୃଶ । ବିଗତ ଆଠ ବର୍ଷ ମଧ୍ୟରେ ବିଶ୍ୱରେ...
ପିଏମ୍ ମୋଦୀଙ୍କ ସହ ବୈଠକ ପାଇଁ ପହଞ୍ଚିଲେ ପୁଟିନ
ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ‘ଗାର୍ଡ ଅଫ ଅନର’ ସମ୍ମାନ ପ୍ରଦାନ କରାଗଲା। ସେଠାରୁ ସେ...
ପୁଟିନଙ୍କ ଭାରତ ଗସ୍ତ, ଆଜି ହେବ ଦ୍ୱିପାକ୍ଷିକ ବୈଠକ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛନ୍ତି । ସେଠାରୁ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଏକ ବ୍ୟକ୍ତିଗତ ରାତ୍ରୀଭୋଜନରେ ଯୋଗ ଦେଇଥିଲେ। ସେ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଡିସେମ୍ବର...
ସାମ୍ବାଦିକଙ୍କୁ ମିଳିବ ପେନସନ୍
ସାମ୍ବାଦିକମାନଙ୍କୁ ମିଳିପାରେ ପେନସନ୍ । ଏହି ପ୍ରସ୍ତାବ ବର୍ତମାନ ସରକାରଙ୍କ ନିକଟରେ ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଧାନସଭାରେ ଜଣାଇଛନ୍ତି। ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ...
ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଗୁରୁବାର ସନ୍ଧ୍ୟାରେ ପୁତିନ୍ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନରେ ପହଞ୍ଚିବେ । ପୁତିନଙ୍କ ଗସ୍ତ ପାଇଁ...
ମାନବ ବୋମା ବ୍ୟବହାର କଲା ବଲୋଚିସ୍ତାନ,ଏବେ ଚିନ୍ତାରେ ପାକିସ୍ତାନ
ଲଗାତାର ଭାବେ ବଲୋଚିସ୍ତାନର ଆଖପାଖ ଅଞ୍ଚଳରେ ବିସ୍ଫୋରଣ ହେଉଛି । ସୋମବାର କ୍ୱେଟାରେ ଥିବା ସେନା ମୁଖ୍ୟାଳୟରେ ବିସ୍ଫୋରଣ ପରେ ପାକିସ୍ତାନ ସରକାରଙ୍କ ମନୋବଳ ଭାଙ୍ଗିଯାଇଛି । ଦେଶ ଆଉ ଥରେ ଖଣ୍ଡ ଖଣ୍ଡ ହେବା...


















