24.1 C
Bhubaneswar
Sunday, October 25, 2026
-Advertisement-

ବିଧାନସଭାକୁ ଶ୍ରେୟ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭା ଗୃହକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ବିଧାନସଭାକୁ ପୁଣି ଥରେ ଆସି ଘରକୁ ଫେରିବା ଭଳି ଅନୁଭୂତ ହେଉଛି । ନିଜ ଆଚରଣ ଏବଂ ଉଚ୍ଚାରଣରେ ସଂଯମତା ରଖିବାକୁ...

ଓଡିଶା ସରକାର ଙ୍କୁ ଉଚନ୍ୟାଳୟ ରୁ ଝଟକା, ଶିକ୍ଷା କ୍ଷେତ୍ରରୁ ରାଜନୀତି କି ଦୁରେଇ ରଖନ୍ତୁ

ଶିକ୍ଷକ ବଦଳିରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଜାରି କରିଥିବା ଚିଠିକୁ ଗୁରୁବାର ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବଦଳି ପାଇଁ ସାଂସଦ ଏବଂ ବିଧାୟକଙ୍କୁ ଯେଉଁ...

ଓଡ଼ିଶାରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ

ଓଡ଼ିଶାରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ବର୍ତ୍ତମାନ ରାଷ୍ଟ୍ରପତି ରାଜଭବନରେ ଅଛନ୍ତି । ଆଉ କିଛି ସମୟ ପରେ ବିଧାନସଭାରେ ପହଁଚି ଗୃହକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ...

ଦକ୍ଷିଣ ଆଫ୍ରିକାକୁ ଜି୨୦ ଶିଖର ସମ୍ମିଳନୀରେ ନିମନ୍ତ୍ରଣ କରିବିନି:ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆସନ୍ତା ବର୍ଷ ଫ୍ଲୋରିଡାରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାକୁ ନିମନ୍ତ୍ରଣ କରାଯିବ ନାହିଁ। ଗତ ସପ୍ତାହରେ, ଆମେରିକା ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ନେତାଙ୍କ ସମ୍ମିଳନୀକୁ ବର୍ଜନ...

ଓଡ଼ିଶା ଗ୍ରସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ବିଧାନସଭାରେ ଅଭିଭାଷଣ ରଖିବା ସହ ରାଜଭବନରେ ନୂଆ କଳିଙ୍ଗ ଅତିଥି ନିବାସର ଶୁଭ ଉଦଘାଟନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସନ୍ଧ୍ୟା ୪.୩୦ରେ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା;୧ କୋଟି ଯୁବକ-ଯୁବତୀଙ୍କୁ ଦିଆଯିବ ଚାକିରି

ବିହାରରେ ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଦିନ ଅନେକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଯୁବକମାନଙ୍କୁ ସରକାରୀ ଚାକିରି ଏବଂ ନିଯୁକ୍ତି ପ୍ରଦାନ କରିବା ଆରମ୍ଭରୁ ତାଙ୍କର ପ୍ରାଥମିକତା...

ବିଜେପିକୁ ଖୋଲା ଚେତାବନୀ ଦେଲେ ମମତା ବାନାର୍ଜୀ

ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ଦେଶବ୍ୟାପୀ କରାଯାଉଥିବା ଏସଆଇଆରକୁ ନେଇ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି ଯଦି ବିଜେପି ବଙ୍ଗଳାରେ ମୋତେ କ୍ଷତି ପହଁଚାଇବାକୁ ଚେଷ୍ଟା କରେ ତେବେ ସେ ପୁରା...

ବିଜେଡ଼ିକୁ ଝଟକା:ପଦ ଛାଡିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

ବିଜେଡିକୁ ଲାଗିଲା ଝଟକା,ପୁଣି ବିଜେଡି ଦଳର ବରିଷ୍ଠ ନାଗରିକ ସେଲର ଉପସଭାପତି ପଦ ଛାଡିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ନିଜ ଅସନ୍ତୋଷ ଝାଡିବା ସହ ଦଳର ଗୁମର ଖୋଲିଛନ୍ତି...

ଶେଷ ଦିନରେ ବଡ କଥା କହିଲେ ସିଜେଆଇ

ପୂର୍ବତନ ପ୍ରଧାନ ବିଚାରପତି ବିଆର ଗବାଇ ସୋମବାର ନିଜର ଉତ୍ତରାଧିକାରୀ ବିଚାରପତି ସୂର୍ଯ୍ୟକାନ୍ତ ପାଇଁ ସରକାରୀ ମର୍ସିଡିଜ ବେଞ୍ଜ କାର ଛାଡି ଦେଇଛନ୍ତି । ଏହିପରି ଭାବେ ଶପଥ ଗ୍ରହଣ ସମାରୋହ ପରେ ରାଷ୍ଟ୍ରପତି ଭବନରେ ସେ ନୂତନ...

ରାମ ମନ୍ଦିର ଶିଖରରେ ସ୍ଥାପନ ହେବ ଧର୍ମ ଧ୍ବଜା

ଆସନ୍ତାକାଲି (୨୫ ତାରିଖ)ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଧର୍ମ ଧ୍ବଜା ସ୍ଥାପନ ହେବ । ଏଥିପାଇଁ ସଜେଇ ହୋଇଛି ଶ୍ରୀରାମ ଜନ୍ମ ଭୂମି । ସାରା ସହରକୁ ଫୁଲ ଏବଂ ଆଲୋକମାଳରେ ସୁସଜ୍ଜିତ କରାଯାଇଛି ।ଆସନ୍ତାକାଲି ଉତ୍ସବ ପାଇଁ...
- Advertisement -

Latest article

Lemon Casino 243-Ways Slots kontra Klasyczne Linie Wypłat

Spis treści1. Mechanika działania: Zrozumienie podstaw2. Porównanie szans i zmienności (wariancji)3. Jak wykorzystać tę wiedzę w Lemon Casino?4. Bonusy i promocje dostosowane do typu...

Hoe je Lalabet KYC in één keer kunt doorstaan

InhoudWat is KYC en waarom voert Lalabet het uit?De benodigde documenten voor verificatieStapsgewijze handleiding voor het uploadprocesVeelvoorkomende problemen en oplossingenWat te verwachten na het...

Westace Christmas Seasonal Slots

InhoudEen Overzicht van Populaire Kerst SlotsHoe Maak Je Gebruik van de Westace BonusStappen voor een Probleemloze OpnameVeelvoorkomende Problemen en OplossingenConclusie: Is Het de Moeite...