ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କିଏ କାହାକୁ କରୁଛି ସମର୍ଥନ
ଭାରତର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ହେବ। ଏଥିରେ ଏନଡିଏ ପକ୍ଷରୁ ସି.ପି. ରାଧାକୃଷ୍ଣନ ଓ ଇଣ୍ଡିପେଣ୍ଡେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ମଧ୍ୟରେ ମୁକାବିଲା ହେବ। ଗତମାସରେ ସ୍ୱାସ୍ଥ୍ୟଗତ କାରଣରୁ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ...
ଆମେରିକା ବ୍ୟାନ୍ କରିପାରେ ‘Gmail’
ଭାରତ - ଆମେରିକା ସହ ସମ୍ପର୍କ ବେଶି ଖରାପ ହେଲେ ଆମେରିକା ଭାରତ ପାଇଁ ନେଇପାରେ କଠୋର ନିଷ୍ପତ୍ତି । ଭାରତ ପାଇଁ ଜି ମେଲ୍ ବ୍ୟାନ୍ କରିପାରେ ଆମେରିକା । ଯାହାଦ୍ଵାରା ଅନ୍ୟ ଆପ୍ ଯେମିତିକି ଫେସବୁକ,...
କାଳ ହେଲା ଟାରିଫ,ଆମେରିକାରେ ବେରୋଜଗାରୀ ସହ ବଢିଲା ଦରବୃଦ୍ଧି
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର କ୍ଷମତାକୁ ଫେରିଥିବାର ୭ ମାସ ପରେ ଆମେରିକାରେ ଚାକିରି କ୍ଷେତ୍ର ରେ ଅବସ୍ଥା ଦୁର୍ବଳ ଦେଖାଯାଇଛି । ଅଗଷ୍ଟ୍ ରେ କେବଳ ୨୨ ହଜାର ନୂଆ ନିଯୁକ୍ତି ସୃଷ୍ଟି ହୋଇଛି, ଯାହା ଆଶାଠୁ କମ୍...
ଭାରତ ଏବଂ ରୁଷକୁ ଚୀନ ହାତରେ ହରାଇ ବସିଲୁ ; ଡୋନାଲ୍ଡ ଟ୍ରମ୍ପ
ଆଜି ଏକ ସୋସିଆଲ ମିଡିଆ ପୋଷ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭାରତ ଏବଂ ରୁଷକୁ ଆମେରିକା ଚୀନ୍ ସାମ୍ନାରେ ହାରିଛି। ସେ ବ୍ୟଙ୍ଗାତ୍ମକ ଭାବରେ ଏହି ତିନିଟି ଦେଶକୁ "ସମୃଦ୍ଧ" ଭବିଷ୍ୟତ କାମନା କରିଛନ୍ତି ।...
ଶିଳ୍ପା ଏବଂ ରାଜ କୁନ୍ଦ୍ରା ଙ୍କ ନାଁରେ ୬୦ କୋଟି ଟଙ୍କାର ଠକେଇ ଅଭିଯୋଗ
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଠୀ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ନାଁରେ 60 କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଛି। ମୁମ୍ବାଇ ପୋଲିସ ଏହି ମାମଲାରେ ସେମାନଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି। ଅଭିଯୋଗ ଅନୁଯାୟୀ, ସେଲିବ୍ରିଟି...
ଚୀନ୍ ପାକିସ୍ତାନ ସମ୍ପର୍କ ରେ ଫାଟ
ଚୀନ୍ ସର୍ବଦା ପାକିସ୍ତାନର ସବୁଠାରୁ ବିଶ୍ବସ୍ତ ମିତ୍ର ଭାବେ ପରିଚିତ। କିନ୍ତୁ ନିକଟ ଦିନରେ ଦୁଇ ଦେଶର ସମ୍ପର୍କରେ ଅନିଶ୍ଚିତତା ଦେଖା ଦେଇଛି। ପାକିସ୍ତାନ ନିଜ ରେଳ ନେଟୱାର୍କର ଆଧୁନିକୀକରଣ ପାଇଁ ଚୀନ୍କୁ ଛାଡ଼ି ଏସିୟନ ଡେଭଲପମେଣ୍ଟ ବ୍ୟାଙ୍କ...
ଭାରତ-ସିଙ୍ଗାପୁର ର ୫ଟି ବଡ଼ ଚୁକ୍ତି ସ୍ୱାକ୍ଷର
ଆମେରିକା ସହିତ ଶୁକ୍ଳ ବିବାଦ ଚାଲିଥିବା ସମୟରେ, ଭାରତ ଓ ସିଙ୍ଗାପୁର ମଧ୍ୟରେ5
ପାଖାପାଖି ୫ଟି ମହତ୍ତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ନୂଆଦିଲ୍ଲୀ ସାକ୍ଷାତରେ ଦୁଇ ଦେଶ ମଧ୍ୟରେ ୫ଟି...
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭେଟି : ୫୦ ହଜାର ଲୋକଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ
ବାସହୀନଙ୍କ ପାଇଁ ପ୍ରଧାମନ୍ତ୍ରୀ ଆଣିଲେ ଖୁସି ଖବର । ଘର କରିବା ପାଇଁ ମିଳିବ କାର୍ଯ୍ୟାଦେଶ।ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବାଣ୍ଟିବେ ରାଜ୍ୟ ସରକାର ।ଆସନ୍ତା ୧୭ ସେପ୍ଟେମ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଏହାକୁ ଲୋକଙ୍କୁ ଭେଟି...
ପୁଟିନଙ୍କ ସାମ୍ନାରେ ଲଜ୍ଜିତ ହେଲେ ପାକ୍ PM ଶେହେବାଜ୍ ଶରିଫ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପୁଣିଥରେ ଆନ୍ତର୍ଜାତୀୟ ମଞ୍ଚରେ ଲଜ୍ଜାଜନକ ପରିସ୍ଥିତିରେ ପଡ଼ିଛନ୍ତି । ଚୀନ୍ ଯାତ୍ରା ସମୟରେ ସେ ବେଜିଂରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଥିଲେ, କିନ୍ତୁ ସେହି ସମୟରେ ଘଟିଥିବା ଏକ ଘଟଣା ତାଙ୍କୁ...


















