ଟ୍ରମ୍ପଙ୍କ ଦାବି ସେ ଭାରତ-ପାକ୍ ଯୁଦ୍ଧକୁ ବନ୍ଦ କରିଥିଲେ
ଆମେରିକା ରାଷ୍ଟ୍ରପତି ପୁନର୍ବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟସ୍ଥତା ପ୍ରସଙ୍ଗ ଉଠାଇଛନ୍ତି। ଟ୍ରମ୍ପ କହିଛନ୍ତି ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ପାଇଁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ। ତାଙ୍କ ଅନୁଯାୟୀ, ସେ ଏପର୍ଯ୍ୟନ୍ତ ସାତଟି...
ମୋଦୀଙ୍କ ଜନ୍ମଦିନରେ ବୃକ୍ଷରୋପଣ କଲେ ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟ ସ୍ତରୀୟ 'ଏକ୍ ପେଡ୍ ମାକେ ନାମ୍ ୨.୦'ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକାମ୍ର କଲେଜ ପରିସରରେ ବୃକ୍ଷ ରୋପଣ...
କାନାଡାରେ ଚାଲିଛି ଭାରତ ବିରୋଧୀ ଷଡ଼ଯନ୍ତ୍ର
କାନାଡା ଏବଂ ଭାରତ ମଧ୍ୟରେ କୂଟନୈତିକ ସମ୍ପର୍କ ପୁନର୍ବାର ଆରମ୍ଭ ହେବାର ରିପୋର୍ଟ ମଧ୍ୟରେ ଆମେରିକା ସ୍ଥିତ ଖଲିସ୍ତାନ ସଂଗଠନ 'ଶିଖ୍ସ ଫର୍ ଜଷ୍ଟିସ୍'(SFJ) ଭାନକୁଭରରେ ଭାରତୀୟ କନସୁଲେଟ୍ ଦଖଲ କରିବାକୁ ଧମକ ଦେଇଛି । ସେମାନେ...
ଅପରେସନ ସିନ୍ଦୂର ରେ ମାସୁଦ୍ ଆଝାର ପରିବାର ଖଣ୍ଡ ବିଖଣ୍ଡ
ଅପରେସନ ସିନ୍ଦୁରର ମାଷ୍ଟର ମାଇଣ୍ଡ ଜୈଶ-ଏ-ମହମ୍ମଦର ଟପ୍ କମାଣ୍ଡର ମାସୁଦ ଇଲିଆସ କାଶ୍ମୀରୀର ଏକ ଭିଡିଓରେ କହିଛି ଯେ, ମାସୁଦ ଆଝାରର ପରିବାରକୁ ଭାରତ ଖଣ୍ଡ ବିଖଣ୍ଡିତ କରି ଉଡ଼ାଇ ଦେଇଛି । ଅପରେସନ୍ ସିନ୍ଦୁର ସମୟରେ ମେ...
ନିଶାମୁକ୍ତ ହେବ ଭାରତ
୨୦୪୭ ସୁଦ୍ଧା ଏକ ନିଶାମୁକ୍ତ ଭାରତ ଗଢିବାକୁ ଲକ୍ଷ୍ୟ ରଖି, ନୂଆଦିଲ୍ଲୀରେ ଆୟୋଜିତ ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସର ଦୁଇ ଦିନିଆ ସମ୍ମିଳନୀର ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ‘ମିଳିତ ସଂକଳ୍ପ, ସହଭାଗୀ ଦାୟିତ୍ବ' ଥିମ୍ ଉପରେ ଏହିବାର୍ଷିକ...
ଶାନ୍ତି ପଥରେ ଫେରିଲା ନେପାଳ
ଦୁର୍ନୀତି ଏବଂ ଇଣ୍ଟରନେଟ୍ ଗଣମାଧ୍ୟମ ଉପରେ ପ୍ରତିବନ୍ଧକକୁ ନେଇ ହୋଇଥିବା ହିଂସାତ୍ମକ ପ୍ରତିବାଦ ଓ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ, ନେପାଳ ପୁନର୍ବାର ଶାନ୍ତି ଏବଂ ପ୍ରଗତିର ଦିଗକୁ ଗତି କରୁଛି। ସୁଶୀଳା କାର୍କିଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ...
ବିହାରକୁ ମୋଦିଙ୍କ ୪୦ ହଜାର କୋଟିର ଭେଟି
ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରକୁ ବଡ଼ ଭେଟି ଦେଇଛନ୍ତି । ପ୍ରାୟ ୪୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୋଦି । ପୂର୍ଣ୍ଣିୟାରେ ଆୟୋଜିତ ଜନସଭା ରେ...
WAQF କାନୁନ ରହିଲା ଏବଂ ଧାରା ବଦଳିଲା
ସୁପ୍ରିମକୋର୍ଟ ୱାକଫ ଆଇନକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ୩ଟି ମୁଦ୍ଦାକୁ ନେଇ ଫୈସଲା ଆସିଛି, ସମ୍ପୂର୍ଣ୍ଣ ଆଇନକୁ ରୋକ୍ ଲଗାଇନାହାନ୍ତି କୋର୍ଟ । କିନ୍ତୁ କିଛି ବିବାଦୀୟ ଧାରାକୁ ସ୍ତଗିତ କରାଯାଇଛି । କେନ୍ଦ୍ରର ୱାକଫ ଅଧିନିୟମକୁ...
ଆସାମକୁ ୧୮ ହଜାର ୫୩୦ କୋଟିର ଉପହାର
ଆସାମ ଗସ୍ତର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାରଙ୍ଗରେ ଆୟୋଜିତ ଜନସଭାରେ ୧୮ ହଜାର ୫୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆସାମ ବିକାଶର ନୂଆ ଶିଖରରେ ପହଞ୍ଚିଥିବା ଦରାଙ୍ଗରେ...
ନୂଆ ଜିଏସଟି ପୂର୍ବରୁ ଲାଗୁ ହେବ ନୂଆ MRP
କେନ୍ଦ୍ର ସରକାର ଜିଏସଟି କମାଇବା ପରେ, ଏବେ ସମସ୍ତ ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖା ହେବ । ପ୍ୟାକିଂ ହୋଇଥିବା କିମ୍ବା ପୂର୍ବରୁ କିଣା ଥିବା ସାମଗ୍ରୀ ମଧ୍ୟ ଏଥିରେ ଆସିବ। ଏହି ସମ୍ପର୍କରେ କେନ୍ଦ୍ରୀୟ ଖାଉଟି ବ୍ୟାପାର...



















