30.1 C
Bhubaneswar
Sunday, October 25, 2026
-Advertisement-

ଭାରତ ଆଗରେ ମୁଣ୍ଡ ନୁଆଇଁଲା ଆମେରିକା

ପୁଣି ଭାରତ ଆଗରେ ମୁଣ୍ଡ ନୁଆଇଁଲେ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ ଟ୍ରମ୍ପ । ଆମେରିକା ଏବଂ ଭାରତ ମଧ୍ୟରେ ଥିବା ବ୍ୟବସାୟିକ ପ୍ରତିବନ୍ଧକ ଦୂର ପାଇଁ ହେବ ଆଲୋଚନା । ଟାରିଫ୍ ବିବାଦ ନେଇ...

ଭାଙ୍ଗିବ ବିଜୁ ଜନତା ଦଳ : ଅମର ଶତପଥୀ

ବିଜୁ ଜନତା ଦଳକୁ ନେଇ ବଡ଼ ବୟାନ ରଖିଲେ ପୂର୍ବତନ ବିଜେଡି ନେତା ଅମର ଶତପଥୀ । ଏବେ ଲୋକ ଓ କର୍ମୀଙ୍କଠାରୁ ଦୂରେଇ ଯାଉଛି ଦଳ । ବିଜେଡି ଲୋକେ ହିଁ ଗଠନ କରିବେ ନୂଆ ଦଳ ବୋଲି...

ଦେଶକୁ ମିଳିଲା ନୂଆ ଉପରାଷ୍ଟ୍ରପତି

ଆସିଲା ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ । ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ ମତଦାନରେ ସେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି।...

ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳିଦେଲେ ଏବେ ମୂରବୀ ଶୂନ୍ୟ ହେଇଗଲା ନେପାଳ

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପଦତ୍ୟାଗ ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ମଧ୍ଯ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ପଦକ୍ଷେପ ପରେ ଦେଶରେ ଶାସନ ବ୍ୟବସ୍ଥା ପୂର୍ଣ୍ଣରୂପେ ଅସ୍ଥିର ହୋଇପଡ଼ିଛି। ପ୍ରତିବାଦକାରୀମାନେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଘରକୁ...

ନେପାଳ ଅର୍ଥମନ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ସୋସିଆଲ ମିଡିଆ ବ୍ୟାନ୍‌କୁ ନେଇ ଆରମ୍ଭ ହୋଇଥିବା ପ୍ରତିବାଦ ନେପାଳରେ ଏବେ ତୀବ୍ର ରୂପ ଧାରଣ କରିଛି। ହିଂସା, ପୋଡାଜଳା ଓ ଆକ୍ରମଣରେ ଦେଶ ଅଣାୟତ୍ତ ପରିସ୍ଥିତିରେ ପହଞ୍ଚିଛି। ଚାପରେ ପଡି ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ପଦତ୍ୟାଗ କରିବାକୁ...

ସୀମା ଲଙ୍ଘିଲା ଆମେରିକା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବର୍ତ୍ତିତ ଅଭିମୁଖ୍ୟ ମଧ୍ୟରେ, ପୁଣିଥରେ ଆମେରିକୀୟ ଅଧିକାରୀ ଭାରତକୁ ଧମକ ଦେଇଛନ୍ତି। ହ୍ବାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର ନଭାରୋ କହିଛନ୍ତି, ଭାରତକୁ ଶେଷରେ ଆମେରିକାର କଥା ମାନିବାକୁ ପଡିବ। ସେ ଚେତାବନୀ ଦେଇଛନ୍ତି...

ଭୟରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କେ ପି ଓଲି

ନେପାଳରେ ଚାଲୁଥିବା ବିଦ୍ରୋହ ମଧ୍ୟରେ ପ୍ରଧାନମନ୍ତ୍ରୀ କେ ପି ଓଲି ପଦତ୍ୟାଗ କରିଛନ୍ତି। ତାଙ୍କ ସହ ୧୦ ଜଣ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି।ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇସାରିଥିଲେ ବି କାଠମାଣ୍ଡୁର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।...

ବିଜେଡ଼ି ଛାଡ଼ିଲେ ୨ ବରିଷ୍ଠ ନେତା

ବିଜେଡ଼ି ଦଳ ଏବେ ନିମ୍ନଗାମୀ ହେବାକୁ ଆରମ୍ଭ କରିଛି । ଦଳରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଦଳର ବହୁ ବରିଷ୍ଠ ନେତା । ଏହାରି ମଧ୍ୟରେ ଦଳର ଦୁଇ ବରିଷ୍ଠ ନେତା ବିଜେଡ଼ି ଛାଡ଼ିଛନ୍ତି ।...

ଫେସବୁକ୍ ଇନଷ୍ଟାଗ୍ରାମ ବ୍ୟାନ୍ ନେଇ ନେପାଳ ରେ ବିକ୍ଷୋଭ

ନେପାଳର ରାଜଧାନୀ କାଠମାଣ୍ଡୁର ରାଜରାସ୍ତାରେ ଆଜି ତୀବ୍ର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ଜେନ-ଜେଡ ଯୁବକ ଓ ଯୁବତୀ ସଡକକୁ ଓହ୍ଲାଇଛନ୍ତି । ପ୍ରଦର୍ଶନକାରୀ ନେପାଳର ସଂସଦ ଭିତରକୁ ପଶିଛନ୍ତି । ସ୍ଥିତି...

ଆରପରିରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ

ଆଖି ବୁଜିଲେ ନୂଆପଡ଼ା ବିଧାୟକ । ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ । ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ...
- Advertisement -

Latest article

ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ଦୃଢ଼ୋକ୍ତି ପ୍ରକାଶ...

Twindor VIP Free Spins: Wielkość i Częstotliwość

Spis treściStruktura programu VIP w TwindorTypowa liczba free spinów na różnych poziomach VIPCzęstotliwość otrzymywania free spinówWarunki obrotu i kluczowe ograniczeniaJak aktywować i odebrać free...

Czas odstawienia Spinimax: Jak długo to naprawdę trwa?

Spis treściProces wypłaty środków krok po krokuStandardowe czasy przetwarzania wypłatWeryfikacja konta (KYC) i jej wpływ na czas wypłatyCzynniki wpływające na opóźnienia w wypłatachJak przyspieszyć...