24.1 C
Bhubaneswar
Wednesday, March 11, 2026
-Advertisement-

ହଟିଲେ ଶରତ ପଟ୍ଟନାୟକ, ସଂଗଠନ ସଜାଡିବ କଂଗ୍ରେସ

ଓଡିଶା ପ୍ରଦେଶ କଂଗ୍ରେସ କମିଟିକୁ ଏଆଇସିସି ଭଙ୍ଗ କରିଛି । ପିସିସି ସଭାପତି ପଦ ସମେତ ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ ସାଙ୍ଗଠନିକ କମିଟିକୁ ମଧ୍ୟ ଭଙ୍ଗ କରାଯାଇଛି । ନୂଆ କମିଟି ପୁର୍ନଗଠନ କରାଯିବ । ତେବେ ନୂତନ...

ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନକୁ ପ୍ରବେଶ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଣ୍ଠୁମାଡି ମୁଣ୍ଡିଆ ମାରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଲୋକସେବା ଭବନକୁ ରଙ୍ଗୋଲିରେ ସଜ୍ଜିତ...

ସରକାରୀ କ୍ବାର୍ଟରକୁ ଆଲିସାନ କୋଠା କରିବା ମହଙ୍ଗା ପଡିବ ବବିଙ୍କୁ

ସରକାରୀ କ୍ବାର୍ଟରକୁ ଆଲିସାନ କୋଠାରେ ପରିଣତ କରିବା ଏବେ ମହଙ୍ଗା ପଡିବ ବବି ଦାସଙ୍କୁ । କ୍ଷମତାରେ ଥିବା ବେଳେ ବବି ଦାସ କେବେ ଭାବି ନ ଥିଲେ ଏମିତି ସମୟ ଆସିବ । ସରକାରୀ କୋଠା ପରିସରରେ ଆଲିସାନ...

ପ୍ରତିଦିନ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କ ସହ ଯୋଡି ହେବାକୁ ନୂଆ ନିଷ୍ପତ୍ତି ନେଇଛନ୍ତି । ପ୍ରତିଦିନ ଲୋକଙ୍କ ଅଭିଯୋଗ ଶୁଣି ତ୍ବରିତ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଅପରାହ୍ନ 3ଟାରୁ 5 ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...

ମୋହନ ସରକାରରେ କାହାକୁ ମିଳିଲା କେଉଁ ବିଭାଗ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ କରିଛନ୍ତି । ନିଜ ହାତରେ ଗୃହ, ସାଧାରଣ ପ୍ରଶାସନ, ଅର୍ଥ, ଜଳସଂପଦ, ଯୋଜନା ଓ ସମନ୍ବୟ, ସାଧାରଣ ଅଭିଯୋଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ରଖିଛନ୍ତି ।...

ଆକ୍ସନ ମୋଡରେ ମୋହନ ସରକାର

ଆକ୍ସନ ମୋଡ୍ ରେ ମୋହନ ସରକାର । ପ୍ରଥମ ଦିନ କ୍ୟାବିନେଟ ବୈଠକରେ ଚାରୋଟି ବଡ ନିଷ୍ପତ୍ତି ନେବା ଏବଂ ଆଜି ସକାଳୁ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ପରେ ମୋହନ ମାଝୀଙ୍କ ସରକାର ଆଜି ରାଜ୍ୟ ଅତିଥି ଭବନରୁ କାର୍ଯ୍ୟ...

ପ୍ରଥମ ଦିନରୁ ଚାରୋଟି ବଡ ନିଷ୍ପତ୍ତି, ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ଚାରିଦ୍ବାର

ରାଜ୍ୟରେ ବିଜେପି ସରକାର ଆସିଲେ 48 ଘଣ୍ଟା ଭିତରେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲାଯିବ । ନିର୍ବାଚନ ପ୍ରଚାର ବେଳେ ଏମିତି ପ୍ରତିଶ୍ରୁତି ଦେଇଥିଲେ ବିଜେପି ନେତାମାନେ । ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଲୋକସେବା ଭବନରେ ଆୟୋଜିତ...

ଶପଥ ନେଲେ ମୋହନ ସରକାର

ଜନତା ମଇଦାନରେ ଆୟୋଜିତ ବର୍ଣ୍ଣାଢ୍ୟ ଶପଥ ଗ୍ରହଣ ଉତ୍ସବରେ ଆଜି ଶପଥ ଗ୍ରହଣ କରିଛନ୍ତି ବିଜେପି ସରକାର । ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିହଂଦେଓ ଓ ପ୍ରଭାତୀ ପରିଡା...

ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ

ମୋହନ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଆଜି ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ବିଧାୟକ ଦଳ ବୈଠକରେ ସର୍ବସମ୍ମତକ୍ରମେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି । କେନ୍ଦୁଝର ବିଧାନସଭାରୁ ଚାରିଥର...

71 ମନ୍ତ୍ରୀଙ୍କ ସହ ଶପଥ ନେଲେ ମୋଦି

ଲଗାତର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ପୂଟ୍ର୍ବରପତି ଦ୍ରୁରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତିନିଥର ପ୍ରଧାନମନ୍ତ୍ରୀ ହୋଇଥିଲେ ପଣ୍ଡିତ ଜବାହରଲାଲ ନେହରୁ ।...
- Advertisement -

Latest article

Dexscreener: The Ultimate DEX Scanner for Crypto Traders

Dexscreener: The Ultimate DEX Scanner for Crypto Traders Содержание Introduction to Dexscreener Key Features of Dexscreener How to Download Dexscreener Comparing Dexscreener with Other DEX Tools Conclusion and Future Insights Dexscreener...

Achieve Crypto Excellence with the Ledger Live App

Achieve Crypto Excellence with the Ledger Live App Table of Contents Understanding Ledger Live Wallet How to Download the Ledger Live App Features of the Ledger Live App Benefits...

Boost Your Trading Game with Dexscreener’s Advanced Features

Boost Your Trading Game with Dexscreener's Advanced Features Содержание Introduction to Dexscreener Key Features of Dexscreener How to Download and Install Dexscreener User Experience and Reviews Comparing Dexscreener with Other...