26.1 C
Bhubaneswar
Wednesday, March 11, 2026
-Advertisement-

କ୍ଷମା ମାଗିଲେ, ସକ୍ରୀୟ ରାଜନୀତିରୁ ଓହରିଲେ ପାଣ୍ଡିୟାନ

ବିବାଦୀୟ ନେତା ଭିକେ ପାଣ୍ଡିୟାନ ସକ୍ରୀୟ ରାଜନୀତିରୁ ଓହରିଯାଇଛନ୍ତି । ଏଥିସହିତ ବିଜୁ ଜନତା ଦଳର କର୍ମୀ ଓ ନେତାଙ୍କ ନିକଟରେ କ୍ଷମା ମାଗିଛନ୍ତି । ଏଥର ନିର୍ବାଚନରେ ବିଜେଡିର ପରାଜୟ ପଛରେ ସମସ୍ତେ ପାଣ୍ଡିୟାନଙ୍କୁ ଦାୟୀ କରିବା ପରେ...

ପାଣ୍ଡିୟାନଙ୍କୁ ପ୍ରଶଂସାରେ ପୋତିଲେ ନବୀନ

ଦିନକୁ ଦିନ ପାଣ୍ଡିୟାନଙ୍କୁ ବିରୋଧ କରିବା ବୃଦ୍ଧି ପାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଦେଇଥିବା ବୟାନରେ ପାଣ୍ଡିୟାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । କୋଭିଡ ସମୟରେ ପାଣ୍ଡିୟାନ କଠିନ ପରିଶ୍ରମ କରିଥିଲେ ବୋଲି କହିଛନ୍ତି ।...

ରଣନୀତି ବଦଳାଇବ ବିଜେଡି, ନବୀନ ନିବାସରେ ପହଞ୍ଚିଲେ ପାଣ୍ଡିୟାନ

ନିର୍ବାଚନରେ ହାରିବା ପରେ ଦଳୀୟ ନେତାମାନେ ଏବେ ନବୀନ ନିବାସ ମୁହାଁ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଜୟୀ ବିଧାୟକଙ୍କ ସହ ଦଳର ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିବା ପରେ ପରାଜିତ ପ୍ରାର୍ଥୀଙ୍କ ସହ ମଧ୍ୟ ଆଲୋଚନା କରିସାରିଛନ୍ତି...

ମୁଖ୍ୟମନ୍ତ୍ରୀ ହେବାକୁ ବାହାରୁ ଆସିବେ ଓଡିଆ ପୁଅ

ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ? ଯିଏ ବି ହେବେ ସିଏ ଦକ୍ଷ ହୋଇଥିବେ ଏବଂ ଓଡିଶାକୁ ଭଲ ଭାବେ ଜାଣିଥିବେ । ମୁଖ୍ୟମନ୍ତ୍ରୀ ଭାବେ ଲୋକେ ତାଙ୍କୁ ଗ୍ରହଣ କରିପାରୁଥିବେ । ସେଭଳି ବ୍ୟକ୍ତିତ୍ବ ପାଖରେ ଓଡିଆ ଅସ୍ମିତାର...

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଚେହେରା : ସାଂସଦ ନା ବିଧାୟକ କାହାକୁ ବାଛିବେ ନେତୃତ୍ବ

ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ନିର୍ବାଚିତ ସାଂସଦ ନା ନିର୍ବାଚିତ ବିଧାୟକଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ...

24 ନିର୍ବାଚନର ହିରୋ ଲକ୍ଷ୍ମଣ ବାଗ୍

2024 ନିର୍ବାଚନର ହିରୋ କଣ୍ଟାବାଞ୍ଝିର ଲକ୍ଷ୍ମଣ ବାଗ୍ । ଓଡିଶାର ଅପ୍ରତିଦ୍ବନ୍ଦୀ ନେତା ଭାବେ ପରିଚିତ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନରେ ପରାସ୍ତ କରିବାରେ ସମର୍ଥ ହୋଇଛନ୍ତି ଲକ୍ଷ୍ମଣ ବାଗ୍ । ନବୀନଙ୍କ ପ୍ରଭାବା ପ୍ରଚାରକୁ ମୁକାବିଲା କରି ନିର୍ବାଚନ ମଇଦାନରେ...

କିଏ କୋଉଠୁ କେତେ ଭୋଟରେ ଜିତିଲେ

ନିର୍ବାଚନମଣ୍ଡଳୀ .. ଜିତିଲେ .............ଭୋଟ ବ୍ୟବଧାନ .......ହାରିଲେ ଆନନ୍ଦପୁର - ବିଜେଡିର ଅଭିମନ୍ୟୁ ସେଠୀ 10,966 ଭୋଟରେ, ହାରିଲେ କଂଗ୍ରେସର ଜୟଦେବ ଜେନା ଅନୁଗୁଳ - ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ 17,433 ଭୋଟରେ, ହାରିଲେ ବିଜେଡିର ସଂଯୁକ୍ତା ସିଂ ଆସ୍କା -...

ନବୀନ ଯୁଗର ଅନ୍ତ ପଛର ଖଳନାୟକ

ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ ଭାରତବର୍ଷରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ସୃଷ୍ଟି କରିଥାନ୍ତେ । ରାଜ୍ୟ ରାଜନୀତିରେ ଲୋକପ୍ରିୟତାର ଶୀର୍ଷରେ ଥିବା ରାଜନେତା ନବୀନ ପଟ୍ଟନାୟକଙ୍କ ଶାସନର ଏମିତି ଅନ୍ତ ଘଟିବ, କେହି କେବେ କଳ୍ପନା...

ପ୍ରଥମଥର ପାଇଁ ନବୀନ ପଛରେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ଇଲେକ୍ସନ ଟ୍ରେଣ୍ଡରେ ପଛରେ ପଡିଯାଇଛନ୍ତି । ବଲାଙ୍ଗୀର କଣ୍ଟାବାଞ୍ଝି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ପଛରେ ପଡିଯାଇଛନ୍ତି । ତେବେ ନବୀନଙ୍କୁ ଟକ୍କର ଦେଇଛନ୍ତି ବିଜେପି ପ୍ରାର୍ଥୀ...

ବିଜେଡିକୁ ବଡ ଝଟକା, ମ୍ୟାଜିକ ନମ୍ବରଠୁ ଅଧିକ ଆସନରେ ବିଜେପି ଆଗୁଆ

ଚବିଶ ବର୍ଷର ବିଜେଡି ସରକାରକୁ ବଡ ଝଟକା । ରାଜ୍ୟ ରାଜନୀତିରେ ଭୂକମ୍ପ । ଦିନ ସାଢେ ଏଗାରଟା ସୁଦ୍ଧା ଭୋଟ ଗଣତି ଅନୁଯାୟୀ 75ଟି ବିଧାନସଭା ଆସନରେ ବିଜେପି ଆଗରେ ରହିଥିବା ବେଳେ ବିଜେଡି 48ଟି ଆସନରେ ଆଗୁଆ...
- Advertisement -

Latest article

Dexscreener Guide: Best Dex Scanner Practices 2026

Dexscreener Guide: Best Dex Scanner Practices 2026 Содержание Dexscreener as a Practical Dex Scanner dex screener download: what to expect Why Choose Dexscreener for DEX Trading dexscreener review: charts,...

Dexscreener: The Ultimate DEX Scanner for Crypto Traders

Dexscreener: The Ultimate DEX Scanner for Crypto Traders Содержание Introduction to Dexscreener Key Features of Dexscreener How to Download Dexscreener Comparing Dexscreener with Other DEX Tools Conclusion and Future Insights Dexscreener...

Unlock Your Crypto Potential with Atomic Wallet Today

Unlock Your Crypto Potential with Atomic Wallet Today Table of Contents What Is Atomic Wallet? How to Download the Atomic Wallet App Managing Your Crypto: Atomic Wallet Login Features...