30.6 C
Bhubaneswar
Wednesday, July 29, 2026
-Advertisement-

ଟ୍ରମ୍ପ ଙ୍କ ଝଟକା ;ଔଷଧ ଉପରେ ୨୦୦% ଟାରିଫ୍

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବଡ଼ ଶୁକ୍ଳ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ବିଦେଶରୁ ଆଣାଯାଉଥିବା ଔଷଧରେ 200% ଟାରିଫ୍ ଲାଗୁ କରିବା ପ୍ରସ୍ତାବ ରଖୁଛନ୍ତି । ଏହାର ଫଳରେ ଆମେରିକାରେ ଔଷଧର ଦର ବେଶୀ ବଢ଼ିବା...

ଶ୍ରେଷ୍ଠ ମୂଖ୍ୟମନ୍ତ୍ରୀ ଭାବେ ବିବେଚିତ ହେଲେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଛି ଜାତୀୟ ସ୍ୱୀକୃତି। ଇଣ୍ଡିଆ ଟୁଡେ-ସିଭୋଟରଙ୍କ ‘ମୁଡ ଅଫ ଦି ନେଶନ’ ସର୍ଭେରେ ବଡ଼ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଆକଳନ ହୋଇଥିଲା। ସେଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୀର୍ଷ ସ୍ଥାନରେ ରହିଛନ୍ତି। ଯାହାକୁ...

ବିଜେପି ର ନୂଆ NAC ଘୋଷଣା ; ବିଜେଡି ର ଆନ୍ଦୋଳନ ଚେତାବନୀ

ରାଜ୍ୟ ସରକାର ୨୮ଟି ନୂତନ NAC ଘୋଷଣା କରିବା ପରେ ରାଜନୀତି ତିବ୍ର ହୋଇଯାଇଛି। ବିଜେଡି ଏହାକୁ “ପୁନଃଘୋଷଣା” ବୋଲି କହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ଟି NAC ଘୋଷଣା କରିଥିଲେ। ବିଜେପି ସରକାର ସେଥିରୁ ୧୬...

କେନ୍ଦ୍ର ବିରୋଧରେ ମୋର୍ଚ୍ଚା ଖୋଲିଲେ ମମତା

ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ଟିଏମସି ଓ ବିଜେପି ଉଭୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ପଶ୍ଚିମବଙ୍ଗ ସରକାର ସେପ୍ଟେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି...

ଏସ୍‌ସିଓ ସମ୍ମିଳନୀରେ ପାକିସ୍ତାନ କୁ ଚେତାବନୀ ଦେଲେ ନରେନ୍ଦ୍ର ମୋଦୀ

ଚୀନର ତିଆନଜିନରେ ଆୟୋଜିତ SCO ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିଠାରେ ପହଲଗାମ ଆତଙ୍କବାଦୀ ଆକ୍ରମଣର କଥା ଉଠାଇ, ଆତଙ୍କବାଦକୁ ସମଗ୍ର ବିଶ୍ବ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ବର୍ଣ୍ଣନା କଲେ। ଚାରି ଦଶକ...

ମନ କି ବାତ : ପିଏମ ମୋଦୀ ସ୍ୱଦେଶୀ ଆପଣେଇବାକୁ ଜୋର ଦେଇଛନ୍ତି

ରବିବାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ମନ କି ବାତ”ର ୧୨୫ତମ କାର୍ଯ୍ୟକ୍ରମ ରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ସେ ଏଥିରେ ନିକଟରେ ଘଟିଥିବା ପ୍ରାକୃତିକ ବିପଦ, ଜମ୍ମୁ-କାଶ୍ମୀରର ଅଗ୍ରଗତି, ଶହଡୋଲର ଫୁଟବଲ ଗାଁ, ସୋଲାର ଲାଇଟରେ କୃଷକଙ୍କ ଲାଭ,...

ଜିନପିଙ୍ଗ ; ଡ୍ରାଗନ ଓ ହାତୀ ଏକାଠି ଆସିବା ଦରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ତିଆନଜିନରେ ଚାଲିଥିବା ଏସସିଓ ଶିଖର ସମ୍ମିଳନୀରେ ଯୋଗଦେବାକୁ ପହଞ୍ଚିଛନ୍ତି । ସମ୍ମିଳନୀ ପୂର୍ବରୁ ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ୫୫ ମିନିଟ୍‌ରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ । ଚୀନ...

ଆମେରିକା ର ଶୁଳ୍କ ରେ ବନ୍ଦ ହେଇଯାଇଛି ଚିଙ୍ଗୁଡ଼ି ଶିଳ୍ପ

ଆମେରିକା ଭାରତୀୟ ସାମୁଦ୍ରିକ ଖାଦ୍ୟ ଉପରେ ୫୦ ପ୍ରତିଶତ ଅଧିକ ଶୁଳ୍କ ଘୋଷଣା କରିବା ପରେ ଓଡ଼ିଶାର ଚିଙ୍ଗୁଡ଼ି ଶିଳ୍ପ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଅଗଷ୍ଟରେ କାର୍ଯ୍ୟକାରୀ ହୋଇଥିବା ଏହି ପଦକ୍ଷେପ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ ନିୟୋଜିତ...

ଚନ୍ଦ୍ରଜାନ -୫ ପାଇଁ ଭାରତର ସାଥ ଦେଲା ଜାପାନ

ଖୁବଶୀଘ୍ର ବିଶ୍ବର ତୃତୀୟ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି ଭାରତ । ଜାପାନ ପିଏମଙ୍କ ସହ ମିଳିତ ପ୍ରେସ କନଫରେନ୍ସରେ ଉଭୟ ଦେଶ ମଧ୍ୟରେ ଆଗାମୀ ୧୦ ବର୍ଷ ପାଇଁ ରୋଡମ୍ୟାପ ପ୍ରସ୍ତୁତ ବୋଲି କହି ବିକାଶର ନୂଆ ସମୀକରଣ...

ପାକ୍ ଆତଙ୍କୀ ବିରୋଧରେ ମୁହଁ ଖୋଲିଲେ ଉମା ଭାରତୀ

ବିଜେପି ନେତ୍ରୀ ଉମା ଭାରତୀ କହିଛନ୍ତି ଯେ, ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି ଓ ଏହି ଆତଙ୍କୀ ସଂଗଠନମାନେ ଆଗାମୀଦିନରେ ପାକିସ୍ତାନଙ୍କୁ ନିଜେ ଧ୍ୱଂସ କରିଦେବେ । ସେ ଆହୁରି କହିଛନ୍ତି, ପାକ୍‌ ଅଧିକୃତ କାଶ୍ମୀରକୁ ଫେରାଇ ନେବା ସମସ୍ତ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...