24.1 C
Bhubaneswar
Monday, October 26, 2026
-Advertisement-

ସୌମ୍ୟାଶ୍ରୀ ମୃତ୍ୟୁ ମାମଲାକୁ ନେଇ୨ କୋଟିର ସହାୟତା ରାଶି ଦାବି କଲା ବିଜେଡି

ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ସାରା ରାଜ୍ୟର ରାଜନୀତି । ଏହାକୁ ନେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି ବିଧାୟକ...

ଜୀବନ ହାରିଲେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ

ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ହୋଇଛି । ସୋମବାର ରାତି ୧୧.୪୬ ରେ ଆଖି ବୁଜିଛନ୍ତି ପୀଡ଼ିତା । ଆତ୍ମହତ୍ୟା ଉଦ୍ୟମ କରି ୯୫ ପ୍ରତିଶତ ପୋଡ଼ି ଯାଇଥିଲା ସୌମ୍ୟାଙ୍କ ଶରୀର ।...

ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି

ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି ।ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେ ପ୍ରଥମେ ଏମ୍ସ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଲେ । ସେଠାରୁ...

ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଘଟଣା; ସହାନୁଭୂତି କମ୍ ରାଜନୀତି ଅଧିକ

ବାରମ୍ବାର ଅଭିଯୋଗ ଏଵଂ ବାରମ୍ବାର ଦରଖାସ୍ତ ଦେବାପରେ ବି ଶୁଣିଲେନି ପ୍ରଶାସନ । ଅଧ୍ୟାପକଙ୍କ ନିର୍ଯାତନା ଏତେ ଅଧିକ ଥିଲା ଯେ ଶେଷରେ ନିଜ ଦେହରେ ନିଜେ ନିଆଁ ଲଗାଇଦେବାକୁ ନିଷ୍ପତ୍ତି ନେଲେ ବାଲେଶ୍ବର ପୀଡ଼ିତା । ଖବର...

ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ

ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା । କଲେଜ ଅଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ,...

ବାଲେଶ୍ୱର ପୀଡ଼ିତାଙ୍କୁ ଭେଟିବାକୁ ଯିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା , ପୀଡ଼ିତାଙ୍କୁ ଭେଟିବାକୁ ଏମ୍ସ ଯିବେ ମୁଖ୍ୟମନ୍ତ୍ରୀ । ଏ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କହିଲେ , କିପରି ଭଲ ଚିକିତ୍ସା ଦିଆଯିବ ସେ ନେଇ ସରକାରଙ୍କ...

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା କାଉଣ୍ଟର

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା କାଉଣ୍ଟର । ନାଚ ନା ଜାନେ ଆଙ୍ଗନ ତେଢ଼ା ଉପାଖ୍ୟାନ ଦେଇ କଲେ କଟାକ୍ଷ । ଓଡିଶା ମାଟିକୁ ଆସି ରାହୁଲ ଗାନ୍ଧୀ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ...

ଚିରାଗ ପାସୱାନଙ୍କୁ ବୋମା ମାଡ଼ ଧମକ

ଚିରାଗ ପାସୱାନ୍, ରାଜନୀତିରେ ଏକ ସକ୍ରିୟ ଚେହେରା । ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ । କେନ୍ଦ୍ର ମନ୍ତ୍ରୀ । ବିହାର ରାଜନୀତିରେ ବି ଚର୍ଚ୍ଚିତ ଚେହେରା । ଏତେ କ୍ଷମତାରେ ଥିବା ସତ୍ବେବି ତାଙ୍କୁ ହତ୍ୟା ଧମକ ମିଳିଛି...

କଂଗ୍ରେସର ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ ବିଜେପି ପାଇଁ ବିପଦ

ଭୁବନେଶ୍ବର - ଦେଶବ୍ୟାପୀ କଂଗ୍ରେସ ଚଳାଇଥିବା ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ କ୍ରମରେ ରାହୁଲ ଗାନ୍ଧି ଓଡିଶାରେ ସମାବେଶ କରିଛନ୍ତି । ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ ସ୍ଲୋଗାନ ଦେଇ କଂଗ୍ରେସ ସାରା ଦେଶରେ ଆନ୍ଦୋଳନ ଜାରି ରଖିଛି । ରାହୁଲ...

ଖଲିସ୍ତାନୀଙ୍କ ଟାର୍ଗେଟରେ କପିଲ ଶର୍ମା

କଳାକାର କପିଲ ଶର୍ମାଙ୍କ କାଫେ ଉପରେ କିଏ ଓ କାହିଁକି ଗୁଳିମାଡ଼ କଲେ ଏନେଇ ଗତକାଲିଠୁ ଅନେକ ପ୍ରଶ୍ନ ଉଠିବା ପରେ ଆଜି କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୋଷ୍ଟୱାଣ୍ଟେଡ ଖଲିସ୍ତାନୀ ନେତା ହରଜିତ ସିଂ ଲାଡି...
- Advertisement -

Latest article

Règles de la roulette à double bille Lucky8

SommairePrésentation du jeu Double Ball RouletteTypes de mises et tableaux des paiementsStratégies de base et gestion de bankrollAvantages, inconvénients et verdictFAQ et problèmes courants Règles...

Krok po kroku: Jak wykorzystać kody darmowych spinów w Lolajack

Spis treściRejestracja konta i weryfikacja w kasynie LolajackGdzie i jak wprowadzić kod promocyjny LolajackWarunki obrotu i wypłata wygranych z free spinsRozwiązywanie typowych problemów i...

ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ଦୃଢ଼ୋକ୍ତି ପ୍ରକାଶ...