29.1 C
Bhubaneswar
Monday, October 26, 2026
-Advertisement-

ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ

ମୋହନ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଆଜି ବିଜେପି ବିଧାୟକ ଦଳ ବୈଠକରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ ବିଧାୟକ ଦଳ ବୈଠକରେ ସର୍ବସମ୍ମତକ୍ରମେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି । କେନ୍ଦୁଝର ବିଧାନସଭାରୁ ଚାରିଥର...

71 ମନ୍ତ୍ରୀଙ୍କ ସହ ଶପଥ ନେଲେ ମୋଦି

ଲଗାତର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ପୂଟ୍ର୍ବରପତି ଦ୍ରୁରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତିନିଥର ପ୍ରଧାନମନ୍ତ୍ରୀ ହୋଇଥିଲେ ପଣ୍ଡିତ ଜବାହରଲାଲ ନେହରୁ ।...

କ୍ଷମା ମାଗିଲେ, ସକ୍ରୀୟ ରାଜନୀତିରୁ ଓହରିଲେ ପାଣ୍ଡିୟାନ

ବିବାଦୀୟ ନେତା ଭିକେ ପାଣ୍ଡିୟାନ ସକ୍ରୀୟ ରାଜନୀତିରୁ ଓହରିଯାଇଛନ୍ତି । ଏଥିସହିତ ବିଜୁ ଜନତା ଦଳର କର୍ମୀ ଓ ନେତାଙ୍କ ନିକଟରେ କ୍ଷମା ମାଗିଛନ୍ତି । ଏଥର ନିର୍ବାଚନରେ ବିଜେଡିର ପରାଜୟ ପଛରେ ସମସ୍ତେ ପାଣ୍ଡିୟାନଙ୍କୁ ଦାୟୀ କରିବା ପରେ...

ପାଣ୍ଡିୟାନଙ୍କୁ ପ୍ରଶଂସାରେ ପୋତିଲେ ନବୀନ

ଦିନକୁ ଦିନ ପାଣ୍ଡିୟାନଙ୍କୁ ବିରୋଧ କରିବା ବୃଦ୍ଧି ପାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଦେଇଥିବା ବୟାନରେ ପାଣ୍ଡିୟାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । କୋଭିଡ ସମୟରେ ପାଣ୍ଡିୟାନ କଠିନ ପରିଶ୍ରମ କରିଥିଲେ ବୋଲି କହିଛନ୍ତି ।...

ରଣନୀତି ବଦଳାଇବ ବିଜେଡି, ନବୀନ ନିବାସରେ ପହଞ୍ଚିଲେ ପାଣ୍ଡିୟାନ

ନିର୍ବାଚନରେ ହାରିବା ପରେ ଦଳୀୟ ନେତାମାନେ ଏବେ ନବୀନ ନିବାସ ମୁହାଁ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଜୟୀ ବିଧାୟକଙ୍କ ସହ ଦଳର ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିବା ପରେ ପରାଜିତ ପ୍ରାର୍ଥୀଙ୍କ ସହ ମଧ୍ୟ ଆଲୋଚନା କରିସାରିଛନ୍ତି...

ମୁଖ୍ୟମନ୍ତ୍ରୀ ହେବାକୁ ବାହାରୁ ଆସିବେ ଓଡିଆ ପୁଅ

ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ? ଯିଏ ବି ହେବେ ସିଏ ଦକ୍ଷ ହୋଇଥିବେ ଏବଂ ଓଡିଶାକୁ ଭଲ ଭାବେ ଜାଣିଥିବେ । ମୁଖ୍ୟମନ୍ତ୍ରୀ ଭାବେ ଲୋକେ ତାଙ୍କୁ ଗ୍ରହଣ କରିପାରୁଥିବେ । ସେଭଳି ବ୍ୟକ୍ତିତ୍ବ ପାଖରେ ଓଡିଆ ଅସ୍ମିତାର...

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଚେହେରା : ସାଂସଦ ନା ବିଧାୟକ କାହାକୁ ବାଛିବେ ନେତୃତ୍ବ

ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ନିର୍ବାଚିତ ସାଂସଦ ନା ନିର୍ବାଚିତ ବିଧାୟକଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ...

24 ନିର୍ବାଚନର ହିରୋ ଲକ୍ଷ୍ମଣ ବାଗ୍

2024 ନିର୍ବାଚନର ହିରୋ କଣ୍ଟାବାଞ୍ଝିର ଲକ୍ଷ୍ମଣ ବାଗ୍ । ଓଡିଶାର ଅପ୍ରତିଦ୍ବନ୍ଦୀ ନେତା ଭାବେ ପରିଚିତ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନରେ ପରାସ୍ତ କରିବାରେ ସମର୍ଥ ହୋଇଛନ୍ତି ଲକ୍ଷ୍ମଣ ବାଗ୍ । ନବୀନଙ୍କ ପ୍ରଭାବା ପ୍ରଚାରକୁ ମୁକାବିଲା କରି ନିର୍ବାଚନ ମଇଦାନରେ...

କିଏ କୋଉଠୁ କେତେ ଭୋଟରେ ଜିତିଲେ

ନିର୍ବାଚନମଣ୍ଡଳୀ .. ଜିତିଲେ .............ଭୋଟ ବ୍ୟବଧାନ .......ହାରିଲେ ଆନନ୍ଦପୁର - ବିଜେଡିର ଅଭିମନ୍ୟୁ ସେଠୀ 10,966 ଭୋଟରେ, ହାରିଲେ କଂଗ୍ରେସର ଜୟଦେବ ଜେନା ଅନୁଗୁଳ - ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ 17,433 ଭୋଟରେ, ହାରିଲେ ବିଜେଡିର ସଂଯୁକ୍ତା ସିଂ ଆସ୍କା -...

ନବୀନ ଯୁଗର ଅନ୍ତ ପଛର ଖଳନାୟକ

ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ ଭାରତବର୍ଷରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ସୃଷ୍ଟି କରିଥାନ୍ତେ । ରାଜ୍ୟ ରାଜନୀତିରେ ଲୋକପ୍ରିୟତାର ଶୀର୍ଷରେ ଥିବା ରାଜନେତା ନବୀନ ପଟ୍ଟନାୟକଙ୍କ ଶାସନର ଏମିତି ଅନ୍ତ ଘଟିବ, କେହି କେବେ କଳ୍ପନା...
- Advertisement -

Latest article

PayPal bij Spinboss: Voordelen, Nadelen en Alternatieven

InhoudWaarom PayPal een Populaire Keuze is voor Online Casino'sStappen om PayPal te Gebruiken bij SpinbossMogelijke Nadelen en BeperkingenVeelvoorkomende Problemen en OplossingenAlternatieven voor PayPal bij...

Règles de la roulette à double bille Lucky8

SommairePrésentation du jeu Double Ball RouletteTypes de mises et tableaux des paiementsStratégies de base et gestion de bankrollAvantages, inconvénients et verdictFAQ et problèmes courants Règles...

Krok po kroku: Jak wykorzystać kody darmowych spinów w Lolajack

Spis treściRejestracja konta i weryfikacja w kasynie LolajackGdzie i jak wprowadzić kod promocyjny LolajackWarunki obrotu i wypłata wygranych z free spinsRozwiązywanie typowych problemów i...