29.1 C
Bhubaneswar
Sunday, April 20, 2025
-Advertisement-

ଦିନକ ପରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ, ଆଜି ପ୍ରଚାର ଶେଷ

ଆଉ ଦିନକ ପରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 28ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ।...

ଭୁବନେଶ୍ବରରେ ମୋଦିଙ୍କ ବିଶାଳ ରୋଡ୍ ସୋ

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ସୋ । ତିନିନମ୍ବର ରାମମନ୍ଦିର, ବିଜେପି ରାଜ୍ୟ କାର୍ଯ୍ୟାଳୟ ନିକଟରୁ ରୋଡ୍ ସୋ ଆରମ୍ଭ ହୋଇ ବାଣୀବିହାର ଛକ ପର୍ଯ୍ୟନ୍ତ ଚାଲିଥିଲା । ରାସ୍ତାର ଦୁଇପାର୍ଶ୍ବରେ ହଜାର ହଜାର ଦଳୀୟ କର୍ମୀ,...

କାଲି ଓଡିଶା ଆସୁଛନ୍ତି ମୋଦୀ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି । ରାତି 9ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧିନା ଦିଆଯିବା ପରେ ରାଜଭବନକୁ ଆସିବେ । ରାଜଭବନରେ ରାତ୍ରୀ ଯାପନ କରିବା ପରେ ସୋମବାର...

ବବି ଦାସଙ୍କ ମାଆଙ୍କୁ ଟିକଟ ଦେଲା ବିଜେଡି

ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ଟିକଟ ଦେଲା ବିଜେଡି । କୋରେଇ ବିଧାନସଭା ଆସନରୁ ସେ ପ୍ରାର୍ଥୀ ହେବେ । ପୂର୍ବରୁ ଦଳ 144ଟି ଆସନ ପାଇଁ ପ୍ରାର୍ଥୀ...

ଟିକଟ ପାଇଁ ଦୁଇ କୋଟି ମାଗିଥିଲେ ଅପରାଜିତା !

ଟିକଟ ନ ପାଇବା ପରେ ବିଜେପି ଛାଡି ଖୋର୍ଦ୍ଧା ବିଧାନସଭା ଆସନରେ ସ୍ବାଧୀନ ଭାବେ ଲଢିବା ପାଇଁ ସଜବାଜ ହେଉଥିବା କାଳୁ ଖଣ୍ଡାୟତରାୟ ସାଂସଦ ଅପରାଜିତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଟିକଟ ପାଇଁ ତାଙ୍କୁ ଅପରାଜିତା ଦୁଇକୋଟି...

ନବୀନ ସରକାରକୁ ଓପାଡି ଫିଙ୍ଗିଦିଅ : ଅମିତ ଶାହ

ଆଉ ନୁହେଁ । ଦୁର୍ନୀତି ଓ ଭ୍ରଷ୍ଟାଚାରରେ ସବୁ ସୀମା ଅତିକ୍ରମ କରିଗଲାଣି । କୋଡିଏ ବର୍ଷ ତଳେ ଓଡିଶାରେ ଯେମିତି ଦାରିଦ୍ର୍ୟ ଥିଲା, ଏବେ ବି ସେମିତି ଦାରିଦ୍ର୍ୟରେ ସଢୁଛି ଓଡିଶା । ଏଥର ନିର୍ବାଚନରେ ନବୀନ ସରକାରକୁ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ନବୀନ ନିବାସ...

କଟିଲା ଅମର ଶତପଥୀଙ୍କ ଟିକଟ, ବଡଚଣାରୁ ପ୍ରାର୍ଥୀ ହେଲେ ବର୍ଷା

ଆଜି ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ 9ଜଙ୍କ ନାଁ ଘୋଷଣା କରାଯାଇଛି । ତେବେ ଆଜିର ଘୋଷିତ ତାଲିକାରେ ଦଳର ବରିଷ୍ଠ ନେତା ଅମର ଶତପଥୀଙ୍କ ବଦଳରେ ଦଡଚଣାରେ ବିଜେଡି ଅବିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ।...

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଆରମ୍ଭ, 25 ରେ ଶେଷ

ରାଜ୍ୟରେ ପ୍ରଥମ ପର୍ଯ୍ୟା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଚାରିଟି ଲୋକସଭା ଏବଂ ଏହିସବୁ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ 28ଟି ବିଧାନସଭାରେ ପ୍ରଥମ...

କଣ୍ଟାବାଞ୍ଝିରୁ ଲଢିବେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଝି ବିଧାନସଭା ଆସନରୁ ନିର୍ବାଚନ ଲଢିବେ । ଆଜି ବିଜେଡି ବିଧାନସଭା ଆସନ ପାଇଁ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀ ହିଂଜିଳି ସମେତ କଣ୍ଟାବାଞ୍ଝିରୁ ନିର୍ବାଚନ ଲଢିବାକୁ ଘୋଷଣା କରାଯାଇଛି । ଗତ ବିଧାନସଭା...
- Advertisement -

Latest article

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...

ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର

ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...