33.1 C
Bhubaneswar
Tuesday, September 8, 2026
-Advertisement-

ମୁଖ୍ୟମନ୍ତ୍ରୀ କଲେ ସ୍ଵ-ଗଣନା

ଏପ୍ରିଲରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ମୁଖ୍ୟମନ୍ତ୍ରୀ ସରକାରୀ ବାସଭବନରେ ସ୍ୱ-ଗଣନା କରି ନିଜ ପରିବାରର ତଥ୍ୟ ଦାଖଲ କରିଛନ୍ତି । ଏହା ସହିତ ସମସ୍ତଙ୍କୁ ଏହି ସ୍ୱ-ଗଣନା ପ୍ରକ୍ରିୟାରେ ସାମିଲ ହୋଇ ସୁରକ୍ଷିତ ଓ ସଠିକ୍ ତଥ୍ୟ...

“କନ୍ୟା ସୁମଙ୍ଗଳ” ଯୋଜନାରେ ଝିଅଙ୍କୁ ମିଳିବ ଟଙ୍କା

ଝିଅମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ରାଜ୍ୟରେ ସରକାର ଆଣୁଛନ୍ତି ‘କନ୍ୟା ସୁମଙ୍ଗଳ ଯୋଜନା’। ଏହା ବିଷୟରେ ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଓ କହିଛନ୍ତି ଯେ, ଏହି ଯୋଜନାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ଖୁବ୍‌...

ସହରରେ PNG ହେବ ବାଧ୍ୟତାମୂଳକ

ରାଜ୍ୟ ସରକାର ସହରାଞ୍ଚଳରେ ପାଇପ୍‌ ନ୍ୟାଚୁରାଲ୍‌ ଗ୍ୟାସ୍‌ ଅଥବା PNG ସଂଯୋଗକୁ ବାଧ୍ୟତାମୂଳକ କରାଯିବ। PNG ସଂଯୋଗ ଥିବା ଗ୍ରାହକଙ୍କୁ ଆଗାମୀ ଦିନରେ LPG ସିଲିଣ୍ଡର ଯୋଗାଣ ମିଳିବ ନାହିଁ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଆସନ୍ତା...

ପୋଲିସ ଭବନରେ ୭୮ ଜଣ ପୋଲିସ ଅଧିକାରିଙ୍କୁ ଡିଜିପି ପଦକ ପ୍ରଦାନ

ଆଜି ଭୁବନେଶ୍ୱର ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ,କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ୭୮ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି...

ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଶୁଭକାମନା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି ଯେ, ଓଡ଼ିଶାର ଗୌରବଶାଳୀ ଇତିହାସ ଏବଂ ଓଡ଼ିଆ...

ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଓଡିଶା ବିଧାନସଭା

ଓଡ଼ିଶା ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ସାଇନ୍-ଡାଇ ଘୋଷଣା କରାଯାଇଛି। ନିର୍ଦ୍ଧାରିତ ସମୟରୁ ୫ ଦିନ ପୂର୍ବରୁ ଏହାର ଅଧିବେଶନ ଶେଷ କରାଯାଇଛି। ୧୭ତମ ବିଧାନସଭାର ଷଷ୍ଠ ଅଧିବେଶନ ଏପ୍ରିଲ ୮...

ରାଜ୍ୟ ସ୍ତରୀୟ ଉତ୍କଳ ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ। ସବୁ କ୍ଷେତ୍ରରେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରି...

କେସିଙ୍ଗା ପୋଲିସ ବିରୁଦ୍ଧରେ ଅଭିଯୋଗ କଲେ ନର୍ଲା ବିଧାୟିକା

ନର୍ଲା ବିଧାୟିକାଙ୍କ ସରକାରୀ ବାସଭବନରେ କେସିଙ୍ଗା ପୋଲିସକୁ ପଶିବାକୁ ନେଇ କେସିଙ୍ଗା ପୋଲିସ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ବିଧାୟିକା ମନୋରମା ମହାନ୍ତି । ଭୁବନେଶ୍ୱର ଖାରବେଳେ ନଗର ଥାନାରେ ମନୋରମା ମହାନ୍ତି ଅଭିଯୋଗ କରିଛନ୍ତି । ବିଧାୟିକା କେସିଙ୍ଗା...

ଗୃହରେ ନିଶିକାନ୍ତ ଦୁବେଙ୍କ ବିରୋଧରେ ନାରାବାଜି

ଗୃହରେ ଏବେ ବିଜୁ ବାବୁଙ୍କ ପ୍ରସଙ୍ଗ ଉଠାଇଛି ବିଜେଡ଼ି । ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟ ପ୍ରତିବାଦରେ ହଙ୍ଗାମା କରିଛନ୍ତି ବିରୋଧୀ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ପ୍ରଥମେ...

ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ

ଇରାନ ସହିତ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ଏପର୍ଯ୍ୟନ୍ତ କୌଣସି ସମାଧାନରେ ପହଞ୍ଚିନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ସେ ଇରାନ ସହିତ ଆଲୋଚନା ଜାରି ରଖିଛନ୍ତି। କିନ୍ତୁ ଇରାନ ଟ୍ରମ୍ପଙ୍କ ଏମିତି ବୟାନକୁ ପ୍ରତ୍ୟାଖ୍ୟାନ...
- Advertisement -

Latest article

Warum die AlaWin-Registrierung hängt: Häufige Verzögerungen und Lösungen

InhaltHäufige Gründe für Verzögerungen bei der AlaWin-RegistrierungSchritt-für-Schritt-Anleitung zur problemlosen AnmeldungDie Bedeutung der Kontoüberprüfung (KYC)Probleme mit Boni und Aktionen behebenWas tun, wenn gar nichts mehr...

Casino Privé Pour les Amateurs de Slots : Plongée en Profondeur

Sommaire1. Les Fondamentaux du Casino Privé2. Démarrer son Aventure : Inscription et Vérification3. Explorer l'Offre de Bonus et de Tours Gratuits4. Dépôts et Retraits...

ରାଜନୀତିକ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହେଲେ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ

ଭୁବନେଶ୍ୱର:ବିଜେଡି ର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ଛୁରିଆଙ୍କୁ ନିଲମ୍ବନ କରାଯାଇଛି। ସେ କନ୍ଧମାଳ DRCSରେ SARCS ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ସେ ଭୁବନେଶ୍ୱର...