31.1 C
Bhubaneswar
Saturday, April 25, 2026
-Advertisement-

ମୁହଁ ଖୋଲିଲେ ରେଭ ପାର୍ଟିରେ ସାମିଲ ଥିବା ଗିରଫ ଓଡିଆ ଯୁବକଙ୍କ ବାପା

ମୁମ୍ବାଇ କ୍ରୁଜ ପାର୍ଟିର ବଡ ଖୁଲାସା । ସତ କହିଲେ ମନିଷଙ୍କ ବାପା ଉଦୟ ରାଜଗରିଆ । ସେ କହିଛନ୍ତି ରେଭ ପାର୍ଟିରେ ମନୀଷ ସାମିଥିଲେ ସତ । କିନ୍ତୁ ତାଙ୍କ ପାଖରେ ଡ୍ରଗ୍ସ ନଥିଲା । ତାଙ୍କ ପାଖରେ...

୧୧ ଜିଲ୍ଲାରେ ସ୍କୁଲ ଛୁଟି

କାଲି ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ସ୍କୁଲ ଛୁଟି । ମଙ୍ଗଳବାର ସ୍ଥିତିକୁ ଦେଖି ଜିଲ୍ଲାପାଳ ସ୍କୁଲ ବାବଦରେ ନିଷ୍ପତ୍ତି ନେବେ । ଏହି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା

ମିଳିଲା ଦନ୍ତାହାତୀର ମୃତଦେହ

ମୁଣ୍ଡୁଳିରେ ହାତୀ ଭାସିଯିବା ଘଟଣା । ମୁଣ୍ଡୁଳୀରେ ଭାସିଆସିଥିବା ଦନ୍ତାର ମୃତଦେହ ଠାବ ହୋଇଛି । ଜୋବ୍ରା ଆନିକଟ ନିକଟରେ ଭାସୁଛି ହାତୀର ମୃତଦେହ । ୨୪ ନଂ ଗେଟରେ ଲାଗିଛି ହାତୀର ମୃତଦେହ । ପ୍ରାୟ ୪୦ ଘଣ୍ଟାରୁ...

ତାଲିବାନଙ୍କୁ ମିଳିତ ସନ୍ଦେଶ ଦେଲେ ବାଇଡେନ-ମୋଦି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ହ୍ବାଇଟହାଉସରେ ସାକ୍ଷାତ କରିବା ପରେ ଦୁଇ ରାଷ୍ଟ୍ରମୁଖ୍ୟ ତାଲିବାନଙ୍କୁ ମିଳିତ ସନ୍ଦେଶ ଦେଇଛନ୍ତି । ଆଫଗାନିସ୍ଥାନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ପରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସ୍ବାକ୍ଷରରେ ଜାରି...

ଯୁକ୍ତଦୁଇ କଳାରେ 98.58 ପ୍ରତିଶତ ପାସ୍

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତଦୁଇ କଳା ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । କଳାରେ 98.58 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । 1 ଲକ୍ଷ 89 ହଜାର 363 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 1 ଲକ୍ଷ...

ନା ଚେତୁଛନ୍ତି ଲୋକେ, ନା ସରକାର

ଠେଲାପେଲା, ଭିଡାଭିଡି । କିଏ ଆଗ ନେବ, ସେଥିପାଇଁ କସରତ୍ । ଆପଣ ଭାବୁଥିବେ କିଛି ମାଗଣା ସାମଗ୍ରୀ ନେବା ପାଇଁ ଏମିତି ଭିଡ ଲାଗିଛି । ମାତ୍ର ସେମିତି କିଛି ନୁହେଁ । ଏ ଭିଡ ଲାଗିଛି ଭାକ୍ସିନ...

ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀଙ୍କ ସର୍ଭେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ତାଉତେ’ର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୋଦି । ଗୁଜୁରାଟ ଓ ଡିଉରେ ବାତ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଏରିଏଲ ସର୍ଭେ କରିବା ପରେ ସମୀକ୍ଷା...

କଳ୍ପନାଜଳ୍ପନାର ଅନ୍ତ

ହିମନ୍ତ ବିଶ୍ୱଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଜେପି ବିଶ୍ୱଶର୍ମାଙ୍କ ଉପରେ ବିଶ୍ୱାସ ଦେଖାଇଛି । ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି ହିମନ୍ତ ବିଶ୍ୱଶର୍ମା । କିଏ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।...

ବିଧାନସଭା ବାହାରେ ହାଇଡ୍ରାମା : ନବୀନ ନିବାସ ଗଲେ ବିଜେପି ନେତା

ପାଞ୍ଚଦିନ ଧରି ବିଧାନସଭାରେ ଅଚଳାବସ୍ଥା ଲାଗିରହିଛି । ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାଁନ୍ତି । କିନ୍ତୁ ବାହାରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏମିତି ଆରୋପ ଲଗାଇ ଆଜି ବିଜେପି ବିଧାୟକ ଓ ନେତାମାନେ ବିଧାନସଭାରୁ...

୭ଟି ପର୍ଯ୍ୟାୟରେ କୋହଳ ହେବ

ସ୍କୁଲ ଫି’ କୋହଳ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଅନୁଦାନ ପ୍ରାପ୍ତ , ଅଣଅନୁଦାନ ପାପ୍ତ ଓ ଘରୋଇ ସ୍କୁଲ ଫି’ ଛାଡ କରିବେ । ୨୦୨୦-୨୧...
- Advertisement -

Latest article

Verde casino app: recensione delle funzionalità più innovative

In questo articolo esploreremo le funzionalità più innovative dell'app verde casino, un'applicazione che ha catturato l'attenzione degli appassionati di gioco online. Analizzeremo le sue...

De voordelen van het spelen van BetMGM Casino slots voor echt geld in Nederland

In dit artikel bespreken we de voordelen van het spelen van BetMGM Casino slots voor echt geld in Nederland. We zullen ingaan op de...

Kako Odgovorno Igrati u PSK Casinu i Uživati u Svakom Trenutku

U ovom članku istražit ćemo kako odgovorno igrati u PSK Casinu, uz savjete koji će vam pomoći da uživate u svakom trenutku igre. Razgovarat...