38.1 C
Bhubaneswar
Thursday, May 2, 2024
-Advertisement-

ଖୋଲିବ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ

ରାଜ୍ୟରେ ବଢୁଥିବା ତାପମାତ୍ରାର ମୁକାବିଲା ପାଇଁ ଏସଓପି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ । ଜିଲ୍ଲା ସ୍ତରରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଆହୁରୀ ଖରା ବଢିବାକୁ...

ରାଜ୍ୟପାଳଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ

ଜଣେ ମୁଖ୍ୟମନ୍ତ୍ରୀ ହୋଇକି ବି ରାଜ୍ୟପାଳଙ୍କ ପାଦ ଛୁଇଁ ଆଶ୍ରିବାଦ ନେଇଛନ୍ତି ଜଗନମୋହନ l ଯେଉଁ ଫୋଟୋଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି lଭାରତୀୟ ପରମ୍ପରାର ଝଲକ ଦେଖିବାକୁ ମିଳିଛି ଏ ଆଚରଣରେ । ଅବସର ଥିଲା...

ଗାଡି ଲୋନ ସୁଝିବାକୁ କରିଥିଲେ ଅପହରଣ, ୩ ଗିରଫ

ନୟାଗଡର ନାବାଳକ ଅମ୍ରିତ୍ ପାତ୍ର ଅପହରଣ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅମ୍ରିତକୁ ଅପହରଣ କରି ତା ବାପାଙ୍କ ଠାରୁ ଟଙ୍କା ମାଗିବାକୁ ସେମାନେ ଯୋଜନା କରିଥିଲେ । ଗାଡି ଲୋନ ସୁଝିବାକୁ ସେମାନେ ଏପରି...

ବାଂଲାଦେଶକୁ ୧୮୫ ରନର ଟାର୍ଗେଟ

ଆଡିଲେଡ୍ ଗ୍ରାଉଣ୍ଡରେ ଚାଲିଛି ଭାରତ-ବାଂଲାଦେଶ ମ୍ୟାଚ୍ । ବାଂଲାଦେଶକୁ ୧୮୫ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ୨୦ ଓଭରରେ ୬ ୱିକେଟ ହରାଇ ୧୮୪ କଲା ଭାରତ...

ହଜାରେ ଟଙ୍କାରେ ବିମାନ ଯାତ୍ରା

ଜୟପୁର ସହରକୁ ଆରମ୍ଭ ହୋଇଛି ବିମାନ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆ ୱାନ୍ ଏୟାର ବିମାନ ସପ୍ତାହକୁ ୬ ଦିନ ଉଡାଣ ଭରିବ ବୋଲି ସୂଚନା ମିଳିଛି। ...

ଚୀନ୍ ସୀମାରେ ଯୁଦ୍ଧ ବିମାନ ଉଡାଇଲେ ତିନି ଝିଅ

ଚୀନ ସୀମାରେ ଫାଇଟର ଜେଟ୍ ଉଡାଇଛନ୍ତି ଭାରତର ବାହାଦୁର ଝିଅ । ନାରୀ ଶକ୍ତିର ଦମ ଦେଖାଇଛନ୍ତି ତିନି ଝିଅ । ଦୁନିଆର ସବୁଠୁ ଉଚା ଯୁଦ୍ଧକ୍ଷେତ୍ର ସିଆଚିନ୍ ହେଉ କିମ୍ବା ଅରୁଣାଞ୍ଚଳ ପ୍ରଦେଶର ଭୟଙ୍କର ପାହାଡି ଇଲାକା ବିଜୟନଗର...

ବସିଲା ମଟନ୍ ହଣ୍ଡା, କାଲି ହୋଇଥିଲା ସିଲ୍

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଲୋକପ୍ରିୟ କିଶୋର ଭାଇନା ହୋଟେଲକୁ ବୁଧବାର ବିଏମସି ସିଲ୍ କରିଥିଲା । ଏକ୍ସପାଏର ସସ୍ , ଅସ୍ୱାସ୍ଥ୍ୟକର ପରିବେଶ ତଥା ନିମ୍ନ ମାନର ଖାଦ୍ୟ ଦେଖି ଫୁଡ୍ ରେଜିଷ୍ଟ୍ରେସନ ବାତିଲ କରିଦେଇଥିଲା...

ରାଜରାସ୍ତାରେ ଓଡ଼ିଆ ଷ୍ଟାରଙ୍କ ଘର କଳି

ପଦାରେ ପଡ଼ିଲା ଷ୍ଟାରଙ୍କ କଳି। ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। ରାସ୍ତା ଉପରେ ବାବୁସାନଙ୍କ ସହ...

ସିବିଏସଇ ରେଜଲ୍ଟ ପ୍ରକାଶ

ପ୍ରତିକ୍ଷାର ଅନ୍ତ । ପ୍ରକାଶ ପାଇଛି ସିବିଏସଇ ଦଶମ ପରୀକ୍ଷା ଫଳ । cbse.nic.in ୱେବସାଇଡରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଟର୍ମ-୨ ପରୀକ୍ଷା ସହ ଫାଇନାଲ ରେଜଲ୍ଟ ପ୍ରକାଶ...

ଆଡପ ମଣ୍ଡପରେ 20ଟି ଚୁଲି ଭାଙ୍ଗିଦେଲା ଦୁର୍ବୃତ୍ତ

ଆଡପ ମଣ୍ଡପରେ ଚୁଲି ଭାଙ୍ଗିଦେଲା ଦୁର୍ବୃତ୍ତ । ସାତ ଜଣ ସୁଆରଙ୍କ 20ଟି ଚୁଲି କେହି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ମହାପ୍ରଭୁଙ୍କ ଆଡପ ଅବଢା ପାଇଁ ଚୁଲି ପ୍ରସ୍ତୁତ କରାଯାଇଥିବା ବେଳେ କେହି ଚୁଲି ଭାଙ୍ଗିଦେଇଥିବା ଜଣାପଡିଛି...
- Advertisement -

Latest article

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...

ଓଡିଶା ୱମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ

ଭୁବନେଶ୍ୱର: ପରିବେଶ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ ଅନ୍ତର୍ଗତ ପ୍ରାୟ ୧୮୦ ଜଣ ମହିଳା ସାମ୍ବାଦିକାଙ୍କୁ ନେଇ ଗଠିତ ଓଡିଶା ୱମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍) ଏବଂ...