ବାଲେଶ୍ୱରରେ ଗଣତନ୍ତ୍ର ଦିବସ ପାଳିତ
70ତମ ସାଧାରଣତନ୍ତ୍ର ଦିବସ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି. ବାଲେଶ୍ୱର ପୋଲିସ ପଡିଆରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି. ଏହି ଉତ୍ସବରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ....
ଉଲ୍ଲେଖନୀୟ ଅବଦାନ ପାଇଁ ପଦକ
ଶନିବାର ଜୟଦେବ ଭବନଠାରେ ରାଜ୍ୟପାଳ ଗଣେଶୀ ଲାଲ୍ ରାଜ୍ୟର ୪୩ ଜଣ ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି. ଏହି ଉତ୍ସବରେ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ବିକାଶ ଆୟୁକ୍ତ ଅସିତ କୁମାର...
ନାହାଁନ୍ତି ଡାକ୍ତର: ହନ୍ତସନ୍ତ ରୋଗୀ
ବାଙ୍କୀ ସବ୍ ଡିଭିଜନ ହସ୍ପିଟାଲରେ ନାହାଁନ୍ତି ଡାକ୍ତର. ରୋଗୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ବାହାରକୁ ଚିକିତ୍ସା ନିମନ୍ତେ ଯିବାକୁ ବାଧ୍ୟ ହେଉଛନ୍ତି ରୋଗୀ. କିନ୍ତୁ କିଛି ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ଚିକିତ୍ସା ପାଇଁ ବାହାରକୁ ଯାଇ...
ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଉଛି ‘ପେଥାଇ’
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ ‘ପେଥାଇ’ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ସ୍ଥଳପଥ ଆଡକୁ ମାଡି ଆସୁଛି । ଗତକାଲି ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇସାରିଥିବାବେଳେ ଆଗାମୀ ୨୪ ଘଂଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପନେବା...
ଆରମ୍ଭ ହେଲା କ୍ରସ ଓଭର ମ୍ୟାଚ
ବିଶ୍ୱକପ୍ ହକିରେ ସୋମବାର ଠାରୁ ଆରମ୍ଭ ହୋଇଛି କ୍ରସ୍ ଓଭର ମ୍ୟାଚ୍ । ୪ଟା ୪୫ରୁ ମ୍ୟାଚ ଆରମ୍ଭ ହୋଇଛି । ରବିବାର ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଶେଷ ହୋଇଛି । ୱାର୍ଲକପରୁ ବିଦା ହୋଇଛନ୍ତି, ଆୟର୍ଲାଣ୍ଡ, ମାଲେସିଆ, ଦକ୍ଷିଣ...
କଂଗ୍ରେସରେ ବିଲେଇ କଳି
ଖଣି ମାମଲାରେ ମୁହଁ ଖୋଲିବା ପରେ ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟିରୁ ବହିଷ୍କାର କରାଯିବା ପରେ ଏବେ ଦଳରେ ବିବାଦ ଆହୁରି ମୁଣ୍ଡ ଟେକିବାରେ ଲାଗିଛି । ଲଗାତର ତିନି ଦିନ ହେବ ଉଭୟ ପିସିସି ସଭାପତି ଓ ଶ୍ରୀକାନ୍ତଙ୍କ...
14 ବର୍ଷ ଅପେକ୍ଷାର ଅନ୍ତ; ଉଦଘାଟନ ହେବ ସିଗ୍ନେଚର ବ୍ରିଜ
ଶେଷରେ 14 ବର୍ଷ ଅପେକ୍ଷାର ଅନ୍ତ ଘଟିଛି. ଭାରତର ରାଜଧାନୀ ଦିଲ୍ଲୀକୁ ମିଳିବାକୁ ଯାଉଛି ଏକ ନୂଆ ପରିଚୟ. ବଜୀରାବାଦ୍ ଯମୁନା ନଦୀ କୂଳରେ ନିର୍ମାଣ କରାଯାଇଛି ସିଗ୍ନେଚର ବ୍ରିଜ. ଯାହାକୁ ଅପରାହ୍ନ 4 ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ...
ଧାର୍ମିକ ପ୍ରସଙ୍ଗରେ ରାଷ୍ଟ୍ର ସମ୍ପୃକ୍ତ ହେବା ଅନୁଚିତ
ମହିଳାମାନଙ୍କ ମନ୍ଦିର ପ୍ରବେଶ ଅଧିକାର ପ୍ରସଙ୍ଗକୁ ଆଳ କରି ସାମ୍ପ୍ରଦାୟିକ ଶକ୍ତିଗୁଡ଼ିକ ନିଜର ଉପସ୍ଥିତି ଓ ଶକ୍ତି ବୃଦ୍ଧି କରିବାକୁ ଉଦ୍ୟମ କରୁଛନ୍ତି । ଦେଶର ପ୍ରଗତିଶୀଳ ବ୍ୟକ୍ତିମାନେ ଏଥିପ୍ରତି ସତର୍କର୍ ରହି ଜନସାଧାରଣଙ୍କୁ ସଚେତନ କରାଇବା ଉଚିତ ।...
ଗୋଟିଏ ଦିନରେ ସଚିନଙ୍କ ଦୁଇ ଦୁଇଟି ରେକର୍ଡ ଭାଙ୍ଗିଲେ ବିରାଟ-ରୋହିତ
ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟରୁ ଦିନିକିଆ ଅଭିଯାନ ଆରମ୍ଭ କରିଛି ଭାରତ । ପ୍ରଥମ ଦିନିକିଆରେ ଭ୍ରମଣକାରୀ ଦଳକୁ ୮ଓ୍ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ବିସ୍ଫୋରକ ଶତକୀୟ ଇନିଂସ ଖେଳିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଗୋଟିଏ...