ଅଲ୍ଲୀ ଅବାସ ଜଫର ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ର ଟିଜର ରିଲିଜ ହୋଇଯାଇଛି. ଟିଜରରେ ପ୍ରଥମେ ସଲମାନ ନିଜ ନାଁ ର ଅର୍ଥ ପ୍ରଦାନ କରୁଥିବା ବେଳେ ଅନ୍ୟପଟେ ସେ ଏକ ବାଇକରେ ଷ୍ଟଣ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିବ. ତେବେ ଏହି ଫିଲ୍ମ ଚଳିତ ବର୍ଷ ଇଦ ଉପଲକ୍ଷେ ବଡ ପରଦାରେ ମୁକ୍ତିଲାଭ କରିବ ବୋଲି ସୂଚନା ରହିଛି. ଏଥିରେ ସଲମାନଙ୍କ ଛଡା କ୍ୟାଟ୍ରିନା କୈଫ, ସୁନିଲ ଗ୍ରୋଭର ଏବଂ ଦିଶା ପଟାନୀଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ. ଏହି ଫିଲ୍ମରେ ସଲମାନଙ୍କ ନାଁ ରହିଛି ଭାରତ. ଯାହାକୁ ସେ ପ୍ରଥମରୁ ଏହାର ଅର୍ଥ ପ୍ରଦାନ କରୁଛନ୍ତି.

LEAVE A REPLY

Please enter your comment!
Please enter your name here