ସବୁଠାରୁ ହାଇବଜେଟ୍ ଫିଲ୍ମ କୁହାଯାଉଥିବା ‘2.0’  ବହୁ ପ୍ରତୀକ୍ଷା ଓ ବାଦ ବିବାଦର ଅନ୍ତ ଘଟାଇ ଶେଷରେ ବଡପରଦାରେ ମୁକ୍ତିଲାଭ କରିବାକୁ ଯାଉଛି. ଏହି ଫିଲ୍ମଟି ରିଲିଜ୍ ପୂର୍ବରୁ ଦର୍ଶକଙ୍କ ମନରେ ବେଶ୍ ରୋମାଞ୍ଚ ସୃଷ୍ଟି କରିଛି. ଯାହାକୁ ନେଇ ସବୁ ସିନେପ୍ରେମୀ ଅପେକ୍ଷା କରି ରହିଛନ୍ତି ସେହି ମୁହୂର୍ତ୍ତକୁ. ଫିଲ୍ମ ‘2.0’ ରେ ରଜନୀକାନ୍ତ, ଅକ୍ଷୟ କୁମାର ଓ ଏମୀ ଜ୍ୟାକ୍ସନଙ୍କୁ ଲିଡ୍ ରୋଲ୍ ରେ ଦେଖିବାକୁ ମିଳିବ. ତେବେ ଏହା ହେଉଛି ଲୋକପ୍ରିୟ ଫିଲ୍ମ ‘ରୋବଟ୍’ ର ସିକ୍ୱେଲ. ଏଥିରେ ରଜନୀକାନ୍ତ ରୋବଟ୍ ‘ଚିଟି’ ଚରିତ୍ରରେ ନଜର ଆସିଛନ୍ତି.

LEAVE A REPLY

Please enter your comment!
Please enter your name here