ବୁଧବାର ସନ୍ଧ୍ୟାରେ ରାଜକୀୟ ଢଙ୍ଗରେ ସଂପନ୍ନ ହୋଇଛି ଇଶାଙ୍କ ବିବାହ. ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ନିଜ ବାସଭବନରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା ଏବଂ ଏହି ଗ୍ରାଣ୍ଡ ସେଲିବ୍ରେସନରେ ବଲିଉଡ୍ ର ବହୁ ନାମୀଦାମୀ କଳାକାର ଯୋଗ ଦେବା ସହ ବିଶିଷ୍ଟ ଶିଳ୍ପପତି, ରାଜନେତା, ଓ ଖେଳାଳୀମାନେ ଯୋଗ ଦେଇଥିଲେ. ଖାସ୍ କଥା ହେଲା ଯେ, ଏହି ବିବାହରେ ଇଶା ଓ ଆନନ୍ଦ ଦୁହେଁ ଖୁବ୍ ସୁନ୍ଦର ଦେଖାଯାଉଥିଲେ. ଆଉ ଏହି କପୁଲଙ୍କ ଆଉଟଫିଟ୍ ଉପର ସମସ୍ତଙ୍କ ନଜର ଅଟକି ରହିଥିଲା.

LEAVE A REPLY

Please enter your comment!
Please enter your name here