ବଲିଉଡର ଟପ୍ ଓ ମୋଷ୍ଟ ଆକ୍ଟରରେ ଗଣାଯାଉଥିବା ଷ୍ଟାର ହ୍ରିତିକଙ୍କ ରୋଶନଙ୍କ ଗୁରୁବାର ହେଉଛି 45ତମ ଜନ୍ମଦିନ. ହ୍ରିତିକଙ୍କ ଜନ୍ମଦିନରେ ତାଙ୍କୁ ନିଜ ଫ୍ୟାନମାନଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି. ତେବେ ହ୍ରିତିକ ନିଜ ଫିଲ୍ମ ପାଇଁ ଯେତିକି ବ୍ୟସ୍ତ ରୁହନ୍ତିନି, ତା ଠୁ ବେଶି ନିଜ ପରିବାର ଓ ପିଲାଙ୍କୁ କେୟାର କରନ୍ତି ବୋଲି କହିଛନ୍ତି. ନିକଟରେ ପିତା ରାକେଶ ରୋଶନଙ୍କ ଗଳା କ୍ୟାନସର ଅପରେସନ ହେଇଥିଲା. ସେହି ସମୟରେ ହ୍ରିତିକ ନିଜ ପିତାଙ୍କ ସହ ରହିଥିଲେ ଏବଂ ତାଙ୍କ ସେବା ମଧ୍ୟ କରିଥିଲେ. ଏହାଛଡା ନିଜ ବାପାଙ୍କ ପାଇଁ ହ୍ରିତିକ ଏକ ଇମୋସନାଲ ମେସେଜ ମଧ୍ୟ ଲେଖିଥିଲେ. ଅନ୍ୟପଟେ ହ୍ରିତିକଙ୍କୁ ତାଙ୍କ ଏକ୍ସ-ୱାଇଫ୍ ସୁଶାନେ ଖାନ୍ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି. ଏହାଛଡା ହ୍ରିତିକଙ୍କ ବହୁତ ଫଟୋ ମଧ୍ୟ ଶେୟାର କରିଛନ୍ତି ଏବଂ ହ୍ରିତିକ ଜଣେ ଭଲ ସାଥୀ ବୋଲି ଏକ ଇମୋସନାଲ ମେସେଜ ମଧ୍ୟ ଲେଖିଛନ୍ତି.

 

LEAVE A REPLY

Please enter your comment!
Please enter your name here