ଗାଡି ଚାଳକଙ୍କ ପାଇଁ ଖୁସିଖବର। ଏଣିକି କୌଣସି ସ୍ଥାନକୁ ଗଲେ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ ଗାଡିର ରେଜିଷ୍ଟ୍ରେସନ କାଗଜ ନେଇ ଯିବାକୁ ପଡିବ ନାହିଁ। ଫୋନ ବ୍ୟବହାର କରି ଆପଣ ପୋଲିସ ପାଖରୁ ଯାଇପାରିବେ। କେନ୍ଦ୍ରସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଡିଜିଲ କର କିମ୍ବା ପରିବହନ ମନ୍ତ୍ରାଳୟର ଏମ୍ପରିବହନ ପ୍ଲାଟଫର୍ମରେ ନିଜର ସମସ୍ତ ତଥ୍ୟ ଦେବାକୁ ପଡିବ।ଏହି ପକ୍ରିୟାକୁ ସ୍ୱୀକାର କରିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here