କେନ୍ଦ୍ର ସରକାର ଆୟକର ବିଲ୍ 2025 ପ୍ରତ୍ୟାହାର କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ପ୍ରସ୍ତାବ ରାଖିଥିଲେ। ଗତ ଫେବୃୟାରୀରେ ଲୋକସଭାରେ ପ୍ରସ୍ତୁତ ହୋଇଥିବା ଏହି ବିଲ୍‌ରେ 1961 ଆୟକର ଆଇନକୁ ବଦଳାଇବାକୁ ଯୋଜନା ଥିଲା। ବଦଳିତ ଆକାରରେ ନୂତନ ବିଲ୍ ଆସନ୍ତା 11 ଅଗଷ୍ଟରେ ସଂସଦରେ ଆସିବ।ନୂତନ ବିଲ୍ ରେ ଅନେକ ପରିବର୍ତ୍ତନ କରାଯାଇଥିଲା, ଯଦିଓ ଏପର୍ଯ୍ୟନ୍ତ ଆୟକର ନୂତନ ବିଲ୍ ୨୦୨୫ ପ୍ରତ୍ୟାହାର କରିବା ବିଷୟରେ କୌଣସି ଠୋସ୍ ସୂଚନା ମିଳିନାହିଁ। ନୂଆ ରୂପରେ ଏହି ବିଲ୍କୁ ଆସନ୍ତା ସୋମବାର ଆଗତ କରାଯିବ।

LEAVE A REPLY

Please enter your comment!
Please enter your name here