ଭୁବନେଶ୍ବର ବିମାନ ବନ୍ଦରରୁ ୮ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ସମସ୍ତ ଗଂଜେଇ ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିଲା ବେଳେ ଜବତ ହୋଇଛି । ଭୁବନେଶ୍ବର ବିମାନବନ୍ଦରରୁ ୮ କୋଟିର ଗଂଜେଇ ଜବତ କରିଛି ଡିଆରଆଇ । ତେବେ ଏଥିରେ ସମ୍ପୃକ୍ତି ନେଇ ଜଣକୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here