ବ୍ରିଟିଶ ବୈଜ୍ଞାନିକମାନେ ସୂର୍ଯଙ୍କ କିରଣକୁ ବ୍ୟବହାର କରି ଜଳକୁ ହାଇଡ୍ରୋଜେନ ଓ ଅକ୍ସିଜେନରେ ପରିଣତ କରିବାରେ ସଫଳ ହୋଇଛନ୍ତି. ଏଥିପାଇଁ ସେମାନେ ଜୈବିକ ପଦାର୍ଥ ଓ ମନୁଷ୍ୟ ନିର୍ମିତ ଟେକ୍ନୋଲୋଜୀକୁ ବ୍ୟବହାର କରିଛନ୍ତି. ୟୁନିଭରସିଟି ଅଫ କାମ୍ବ୍ରେଜର ବୈଜ୍ଞାନିକମାନେ ସେମି ଆର୍ଟିଫିସିଆଲ ଫଟୋସିନ୍ଥେସିସକୁ ବ୍ୟବହାର କରି ସୈାର ଶକ୍ତି ଉତ୍ପାଦନ ଏବଂ ଏହାକୁ ଷ୍ଚୋରେଜ କରିବାର ଉପାୟ ବାହାର କରିଛନ୍ତି. ତେବେ ବୈଜ୍ଞାନିକମାନଙ୍କ ଏହି ପଦ୍ଧତି ପ୍ରାକୃତିକ ପ୍ରକାଶ ଶଷ୍ଲେଷଣ ତୁଳନାରେ ସୈାରଶକ୍ତିକୁ ଅଧିକ ଅବଶୋଷିତ କରିବାରେ ସଫଳ ହେବ.

LEAVE A REPLY

Please enter your comment!
Please enter your name here