ଗଙ୍ଗୋତ୍ରୀ ବରଫଖଣ୍ଡ ନିକଟରେ ଥିବା ହିମାଳୟର ଶୃଙ୍ଗକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି. ଗଙ୍ଗୋତ୍ରୀ ବରଫଖଣ୍ଡର ଡାହାଣ ପାର୍ଶ୍ୱରେ 6,557, 6,566, 6,160 ଓ 6,100 ମିଟର ଦୂରରେ ଏହି ଶୃଙ୍ଗ ସବୁ ଅବସ୍ଥିତ ବୋଲି ଶନିବାର ଦିନ Nehru Institute of Mountaineering and leader of the mountain climbing team ର ପ୍ରିନ୍ସିପାଲ୍ କଲୋନେଲ୍ ଅମିତ୍ ବିସ୍ତ୍ ସୂଚନା ଦେଇଛନ୍ତି. ଶୃଙ୍ଗ ଆରୋହଣ କରିଥିବା ଟିମ୍ ଫେରିବା ପରେ ଏହି 4 ଟି ଶୃଙ୍ଗ ଉପରେ ଜାତୀୟ ପତକାକୁ ଉଡାଇଛନ୍ତି. ରକ୍ତବନ ଘାଟି ନିକଟରେ ଥିବା ସୁଦର୍ଶନ ଓ ସୈଫି ଶୃଙ୍ଗସ୍ଥିତ 4ଟି ଶୃଙ୍ଗକୁ ଅଟଳ 1,2,3 ଓ 4 ନାମରେ ନାମିତ କରାଯାଇଥିବା ବିସ୍ତ୍ କହିଛନ୍ତି. ତେବେ ଡେରାଡୁନ୍ ରେ ଅକ୍ଟୋବର 4 ତାରିଖ ଦିନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ୍ ଏହି ଟିମ୍ କୁ ପତାକା ଦେଖାଇ ଛାଡିଥିଲେ.

LEAVE A REPLY

Please enter your comment!
Please enter your name here