ଲଗାଣ ବର୍ଷାରେ ଭୁଷୁଡିପଡିଲା ଉତ୍ତର ପ୍ରଦେଶର ଏକ ନିର୍ମାଣାଧିନ ଫ୍ଲାଏଓଭର. ବସ୍ତି ଅଞ୍ଚଳ ଦେଇ ଯାଇଥିବା ନ୍ୟାସନାଲ୍ ହାଇୱ 28 ଉପରେ ନିର୍ମାଣଧୀନ ପୋଲଟି ହଠାତ୍ ଭୁଷୁଡି ପଡିବା ଯୋଗୁ ଜଣଙ୍କର ମୃତ୍ୟୁ ହୋଇଛି. ଏହି ଦୁର୍ଘଟଣାରେ 4 ଜଣ ଗୁରୁତର ଆହତ ହୋଇଛନ୍ତି. ପୋଲଟିର 60 ପ୍ରତିଶତ କାମ ସରିଯାଇଥିଲା ବେଳେ ମାଟି ଦବିବା ଯୋଗୁ ହୋଇଥାଇପାରେ ବୋଲି କୁହାଯାଉଛି.