ଦେଶରେ କରୋନାରେ ଭୟଙ୍କର ରୂପ । ପ୍ରତ୍ୟେକ ଦିନ ମହାରାଷ୍ଟ୍ରରେ ରେ ୩ ଲକ୍ଷରୁ ଉର୍ଦ୍ଧ୍ୱ କରୋନା ସଙ୍କ୍ରମିତ ଚିହ୍ନଟ ହେଉଛନ୍ତି । ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ଲକ୍‌ଡାଉନ ଅବଧିକୁ ବଢାଇ ଦେଇଛନ୍ତି । ଜୁନ୍ ୧୫ ଯାଏଁ ମହାରାଷ୍ଟ୍ରରେ ଲକଡାଉନ ବଳବତ୍ତର ରହିବ । ଆତଯାତ ପାଇଁ ଆରଟିପିସିଆର ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ।

LEAVE A REPLY

Please enter your comment!
Please enter your name here