ଶନିବାର ଦେଶବ୍ୟାପୀ ଗଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ  କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ଆତଙ୍କ ଖେଳାଇଛନ୍ତି. କାଶ୍ମୀର ଘାଟି ପୁଲୱାମାର ପମ୍ପୋର ଓ ଖାନମୋ ଅଞ୍ଚଳରେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ହାମଲା କରିଛନ୍ତି. ଫଳରେ 5 ଜଣ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି. ଆତଙ୍କବାଦୀମାନେ ଏସଓଜି ଓ ସିଆରପିଏଫ ଯବାନଙ୍କୁ ନିଜର ଟାର୍ଗେଟ ବନାଇଥିଲେ. ସୁରକ୍ଷା କର୍ମୀ ମଧ୍ୟ ସେମାନଙ୍କୁ ପାଲଟା ଜବାବ ଦେଇଥିଲେ. ଫଳରେ ଦୁଇ ଆତଙ୍କବାଦୀ ସେନା ଗୁଳିରେ ଟଳି ପଡିଛନ୍ତି. ଜୈସ-ଇ-ମହମ୍ମଦ ସଂଗଠନରେ ଏହି ମାଓବାଦୀ ସଂପୃକ୍ତ ଥିବା ଅନୁମାନ କରାଯାଉଛି.

LEAVE A REPLY

Please enter your comment!
Please enter your name here