ନଭେମ୍ବର ୧ରୁ ଏହି ସବୁ ଫୋନରେ ବନ୍ଦ ହୋଇଯିବ ହ୍ୱାଟସଆପ । ଆପଲ, ସାମସଙ୍ଗ ସହ ନାମୀ ଦାମି ଏହି ୪୩ ଟି ସ୍କାର୍ଟ ଫୋନରେ ଆଉ କାମ କରିବନି ହ୍ୱାଟସଆପ । ପୁରୁଣା ଫୋନ ଗୁଡିକରେ ଆଉ ହ୍ୱାଟସଆପ ସପୋର୍ଟ କରିବ ନାହିଁ । ପୁରୁଣା ସ୍ମାର୍ଟଫୋନ ମଡେଲରେ ରହିଛି, ଆପଲ କମ୍ପାନୀର ଆଇ ଫୋନ ଏସଇ, 6s,6splus, Samsung galaxy trande lite, galaxy trend2, galaxys2, galaxys3 mini, galaxyXcover2, galaxy core, galaxy ace2 ମଡେଲ ରହିଛି । ଏହାସହ ଏଲଜି କମ୍ପାନୀର LG Lucid 2, Optimus F7, Optimus F5, Optimus L3 II Dual, Optimus F5, Optimus L5, Optimus L5 II, Optimus L5 Dual, Optimus L3 II, Optimus L7, Optimus L7 II Dual, Optimus L7 II, Optimus F6, Enact, Optimus L4 II Dual, Optimus F3, Optimus L4 II, Optimus L2 II, Optimus Nitro HD and 4X HD, and Optimus F3Q l
Sony Xperia Miro, Sony Xperia Neo L, and Xperia Arc S, Alcatel One Touch Evo 7, Archos 53 Platinum, HTC Desire Caterpillar Cat B15, Wiko Cink Five, Wiko Darknight, Lenovo A820, UMi X2, Faea F1, and THL W8 ନଭେମ୍ବରରୁ ଏଥିରେ ହ୍ୱାଟସଆପ ସପୋର୍ଟ କରିବ ନାହିଁ ।