ଏନସିପି ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲ୍ଲିକ ଗିରଫ । ନୱାବଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦାଉଦ ଇବ୍ରାହିମ ଓ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଛନ୍ତି ନୱାବ । ଗିରଫ ହେବା ପରେ ଜେଜେ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ବହୁତ ସମୟ ଧରି ତାଙ୍କୁ ଇଡି ପଚରାଉଚରା କରିଥିଲା । ହେଲେ ସନ୍ତୋଷଜନକ ଉତ୍ତର ପାଇନଥିଲା ।

LEAVE A REPLY

Please enter your comment!
Please enter your name here