ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ଫେବ୍ରୁଆରୀ ୮ରେ ହେବ ଦିଲ୍ଲୀ ବିଧାନସଭା ଭୋଟ ଗ୍ରହଣ । ଗୋଟିଏ ପର୍ଯ୍ୟାୟରେ ହେବ ସମସ୍ତ ୭୦ ଆସନରେ ଭୋଟ । ଫେବ୍ରୁଆରୀ ୧୧ରେ ଦିଲ୍ଲୀ ବିଧାନସଭା ଭୋଟ ଗଣତି । ଜାନୁଆରୀ ୧୪ରେ ବିଗ୍ୟପ୍ତି, ଜାନୁଆରୀ ୨୧ ସୁଦ୍ଧା ନାମାଙ୍କନ । ଜାନୁଆରୀ ୨୨ରେ ନାମାଙ୍କନ ଯାଞ୍ଚ, ୨୪ ସୁଦ୍ଧା ପ୍ରତ୍ୟାହାର । ଆଜିଠାରୁ ଆଦର୍ଶ ଆଚାରଣ ବିଧି ଲାଗୁ କହିଲେ ଇସିଆଇ

LEAVE A REPLY

Please enter your comment!
Please enter your name here