ସୀମାରେ ଚୀନ ସହିତ ତିକ୍ତତା ବଢିଚାଲିଥିବାବେଳେ ଭାରତ ସରକାର ପୁଣିଥରେ ଅନେକ ଚାଇନାର ମୋବାଇଲ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଭାରତରେ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ପବଜୀ ଆପ ସହିତ ଆଉ ୧୧୮ ଆପ୍‌କୁ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର ।

LEAVE A REPLY

Please enter your comment!
Please enter your name here