କର୍ଣ୍ଣାଟକରେ ଶେଷ ହେଲା ରମେଶ କୁମାର ଇଂନିସ । ନିଜ ପଦରୁ ଇସ୍ତଫା ଦେଲେ ବାଚସ୍ପତି କେ.ଆର ରମେଶ କୁମାର । ୟେଦୁରପ୍ପା ଆସ୍ଥା ଭୋଟରେ ଜିତିଲା ପରେ ପଦ ଛାଡିଲେ ରମେଶ । ରମେଶଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚର୍ଚ୍ଚା ହେଉଥିଲା । କିଛି ଦିନ ଧରି ରମେଶଙ୍କ କାର୍ଯ୍ୟଶୈଳୀ ସାରା ଦେଶରେ ଚର୍ଚ୍ଚିତ ଥିଲା । ବାଚସ୍ପତି ଭାବେ ନିଜ ସାମ୍ବିଧାନିକ କ୍ଷମତା ଦେଖାଇ ଦେଇଥିଲେ ରମେଶ ।

LEAVE A REPLY

Please enter your comment!
Please enter your name here