ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଗୁରୁଗୁଡା ଗାଁ ନିକଟରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ପୋଲିସ । ଚିତ୍ରକୋଣ୍ଡାରୁ ଗୁରୁକୁଡା ଦେଇ ଗଞ୍ଜେଇ ଚାଲଣ ହେଉଥିବା ଖବର ପଇ ମାଥିଲିଥାନା ଅଧିକାରି ଜୋନ କୁଜୁରଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ପ୍ରାୟ ୩୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି । ସେହିପରି ପ୍ରାୟ ଶହେରୁ ଉର୍ଦ୍ଧ ଲୋକ କାଉଡି ଦ୍ୱାରା ଗଞ୍ଜେଇ ନେଇ ଯାଉଥିଲେ । ପୁଲିସ ଚଢ଼ାଉ କରି ୩୪ ଜଣକୁ ଗିରଫ କରିଥିବା ବେଳେ ଅନେକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here