ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମାରାଥନ ପ୍ରଚାର । ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀର ବାର ନମ୍ବର ଜୋନରେ ବିଜେଡିର ବାଇକ ରାଲି । ବିଜେଡି ବିଧାନସଭା ପ୍ରାର୍ଥୀ ସନ୍ତୋଷ ଖଟୁଆ ବିରାଟ ପଟୁଆରରେ ବାହାରି ବାର ନମ୍ବର ଜୋନରେ କର୍ମୀଙ୍କ ସହ ବାଇକ ରାଲି କରିବା ସହ ଗାଁ କୁ ଗାଁ ବୁଲି ଭୋଟ ଭିକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here