ଜାତୀୟ ସାହସିକତା ପୁରସ୍କାର ବିଜେତା ହୋଇଥିବା 4 ଓଡିଆ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି. ଝିଲ୍ଲୀ ବାଗ୍, ରଞ୍ଜିତା ମାଝି, ବିଶ୍ୱଜିତ ପୁହାଣ ଓ ସିତୁ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ସାହସିକତା ପାଇଁ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବା ସହ ସେମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି. ଜାତୀୟ ସାହସିକତା ପୁରସ୍କାର 2018 ପାଇଁ 4 ଓଡିଆଙ୍କୁ  କେନ୍ଦ୍ର ସରକାର ମନୋନୀତ କରିଥିଲେ. ଏହି 4 ଜଣଙ୍କୁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ରାଜ୍ୟ ସଚିବାଳୟରେ ଶୁଭେଚ୍ଛା ଜଣାଇଛନ୍ତି.

 

LEAVE A REPLY

Please enter your comment!
Please enter your name here