ଖୋର୍ଦ୍ଧା ମାର୍କେଟ କମ୍ଲେସରେ ଅଗ୍ନିକାଣ୍ଡ । ଦୁଇଟି ଡ୍ରେସ ଦୋକାନ ସଂମ୍ପୂର୍ଣ୍ଣ ଜଳି ଯାଇଥିବା ସୁଚନା ମିଳିଛି । ପୁରୁଣା ବସ ଷ୍ଟାଣ୍ଡରେ ଥିବା ଏକ ମାର୍କେଟ କମ୍ଲେସରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଲକ୍ଷାଧିକ ଟଙ୍କାର ଡ୍ରେସ୍ ଏବଂ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି ।

LEAVE A REPLY

Please enter your comment!
Please enter your name here