ଭୁବନେଶ୍ୱର ଜୟଦେବ ବିହାର ବ୍ରିଜ୍ ଉପରୁ ତଳକୁ ଖସି ପଡିଲେ ଯୁବକ । ଓଭରବ୍ରିଜ୍ ଉପରେ ଯୁବକ ଜଣଙ୍କ ଯାଉଥିବାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲେ । ତାଙ୍କୁ ଗୁରୁତ୍ତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଏ ସେହି ଯୁବକ । ତାଙ୍କର ପରିଚୟ ଅସ୍ପଷ୍ଟ ରହିଛି । ନୟାପଲ୍ଲୀ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here