ଦ୍ରୌପଦୀଙ୍କ ବିପୁଳ ବିଜୟ ପରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାବାସୀଙ୍କ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସଫଳତା ପାଇଁ ଓଡିଶାବା÷ସୀ ଗର୍ବିତ ବୋଲି ନବୀନ କହିଛନ୍ତି । ଅନ୍ୟପଟେ ଦ୍ରୌପଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀଙ୍କ ଚାରିଦିନିଆ ଗସ୍ତ ଆରମ୍ଭ ହେଉଛି ।

LEAVE A REPLY

Please enter your comment!
Please enter your name here