ବିଜେଡି ଦ୍ବିତୀୟ ପର୍ଯ୍ୟାୟରେ ନଅଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି. ଲାଞ୍ଜିଗଡ ପାଇଁ ପ୍ରଦୀପ କୁମାର ଦିଶାରୀ, ମାଲକାନଗିରି – ମୁକୁନ୍ଦ ସୋଡି, ବ୍ରଜରାଜନଗର – କିଶୋର ମହାନ୍ତି, ସମ୍ବଲପୁର – ରାସେଶ୍ବରୀ ପାଣିଗ୍ରାହୀ, ଲୋଇସିଂହା – ପ୍ରଦୀପ ବେହେରା, ରେଢାଖୋଲ – ରୋହିତ ପୂଜାରୀ, ବଲାଙ୍ଗୀର – ଅର୍କେଶ ନାରାୟଣ ସିଂହଦେଓ, ଝରିଗାଁ  – ପ୍ରକାଶ ଚନ୍ଦ୍ର ମାଝୀ ଏବଂ ପଟାଙ୍ଗୀ ପାଇଁ ପ୍ରୀତମ ପାଢୀଙ୍କ ନାଁ ଘୋଷଣା କରାଯାଇଛି.  ଅବଶିଷ୍ଟ ପ୍ରାର୍ଥୀ ତାଲିକା ଖୁବଶୀଘ୍ର ପ୍ରକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି.

LEAVE A REPLY

Please enter your comment!
Please enter your name here