ପୁରୀରେ ଆଜିଠୁ ଗଡିବ ଟ୍ରେନ୍ । ୪ଟି ଟ୍ରେନରେ ଯିବା ପାଇଁ ଯାତ୍ରୀମାନେ ବୁକିଂ କରିଛନ୍ତି । ମାର୍ଚ୍ଚ ମାସରେ କରୋନା କଟକଣା ଜାରି ହେବା ପରେ ପୁରୀରୁ ଟ୍ରେନ ଯାତ୍ରା ବନ୍ଦ ଥିଲା । ତେବେ କୋଭିଡ କଟକଣା ଭିତରେ ଏହି ଟ୍ରେନ ଚାଲିବ । ଯାତ୍ରୀମାନେ ୨ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଁଞ୍ଚିବେ । ଏହାଛଡା ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି । ଆଜିଠାରୁ ଟ୍ରେନ ଚାଲିବାକୁ ଥିବାରୁ ପୁରୀ ରେଳ ଷ୍ଟେସନକୁ ବିଶୋଧନ କରାଯାଇଛି ।

LEAVE A REPLY

Please enter your comment!
Please enter your name here