ଆସନ୍ତା ୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ । ତେବେ ହକି ବିଶ୍ୱକପ ରୂପରେଖ ନେଇ ପ୍ରକିକ୍ରୀୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଉରକେଲା ଷ୍ଟାଡିୟମରେ ୧୬ଟି ଅଂଶଗ୍ରହଣକାରୀ ଦଳ ରହିବେ । ହୋଟେଲ ତାଜ ଗ୍ରୁପ୍ ପରିଚାଳନା ଦାୟିତ୍ୱରେ ରହିବ । ପୂର୍ଣ୍ଣ ଦର୍ଶକଙ୍କ ମଧ୍ୟରେ ବିଶ୍ୱକପ ମ୍ୟାଚର ଆୟୋଜନ ହେବ । ବିଶ୍ୱକପ ମ୍ୟାଚ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡଲାଇନ୍ ରହିବ ନାହିଁ ।

LEAVE A REPLY

Please enter your comment!
Please enter your name here